ଭାରତ ରତ୍ନ ଭୀମ ରାଓ ଆମ୍ବେଡକର ଙ୍କ ସମ୍ମାନ ଅଭିଯାନ .

ଭାରତ ରତ୍ନ ଭୀମ ରାଓ ଆମ୍ବେଡକର ଙ୍କ ସମ୍ମାନ ଅଭିଯାନ . (ସୁମନ୍ତ ଘଣ୍ଟ ଙ୍କ ରିପୋର୍ଟ) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଟାଉନ ଫଂକ୍ସନ ହଲ ଠାରେ ଆଜି ,ବିଜେପି ତରଫରୁ ଏକ ଭୀମ ରାଓ ଆମବେଦକରଙ୍କ ସମ୍ମାନ ଅଭିଯାନ ବିଜେପି ଜିଲ୍ଲା ସଭାପତି ନବକିଶୋର ଶବର ଙ୍କ ନେତୃତ୍ପରେ ର ଏକ ଶୋଭା ଆୟାଯୋଜନ କରାଯାଇଥିଲା । ଏହି ଶୋଭା ରେ ଓଡ଼ିଶା ର ଅନୁସୂଚିତ ଜନଜାତି ଯୁବ ମୋର୍ଚ୍ଚା ର ସଭାପତି କାଲିରାମ ମାଝୀ ଓ ରାଜ୍ୟ ସମ୍ପାଦକ ସୁମନ୍ତ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଆୟୋଜିତ ଶୋଭାରେ ଅନ୍ୟ ମାନଙ୍କ ମଧ୍ୟରୁ ସେବାସ୍ତମ୍ବ ର ସଭାପତି ଜମନି କରୟା ,ଦଳିତ ସମାଜ ର ସମ୍ପାଦକ କେ. ବାଳକୃଷ୍ଣ,ରଜକ ବିକାଶ ପରିଷଦ ର କେ.ମୋହନ ରାଓ ମଞ୍ଚଷିନ ରହିଥିଲେ। ଏହି ବାବା ସାହେବ୍ ଆମ୍ବେଦକର ଙ୍କ ସମ୍ମାନ ଅଭିଯାନ ଶୋଭା ରେ ବିଜେପି ର ସମସ୍ତ ମଣ୍ଡଳ ସଭାପତି ଓ ବିଜେପି କର୍ମ କର୍ତ୍ତା ଯୋଗ ଦେଇ ଶୋଭା କୁ ସଫଳ ମଣ୍ଡିତ କରିଥିଲେ

ଭାରତ ରତ୍ନ ଭୀମ ରାଓ ଆମ୍ବେଡକର ଙ୍କ ସମ୍ମାନ ଅଭିଯାନ .