ଏଏସିସିଆଇର ୩ ଦିନିଆ ସମ୍ମିଳନୀ ଉଦ୍‌ଘାଟିତ

ଏଏସିସିଆଇର ୩ ଦିନିଆ ସମ୍ମିଳନୀ ଉଦ୍‌ଘାଟିତ

ଏଏସିସିଆଇର ୩ ଦିନିଆ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର : ଏସିଆନ୍ ଆଫ୍ରିକାନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଏଏସିସିଆଇ) ଓଡିଶା ଚାପ୍ଟରର ଆନ୍ତର୍ଜାତୀୟ

ବ୍ୟବସାୟିକ ସମ୍ମିଳନୀ ଏବଂ ଏବଂ ଏକ୍ସପୋ ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନ୍ ବାଟିକା ଠାରେ ଆରମ୍ଭ ହୋଇଯାଇଛି। ଇଥ୍ଓପିଆର ଆମ୍ବାସାଡାର ଦେମେକେ ଆଟ୍‌ନାପ୍ ନାଫୁ ଆମ୍ବୁଲୋ ଏହି ସମ୍ମିଳନୀ ନୀରେ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ଏହାର Iର ଉଦ୍‌ଘାଟନ କରିଥିଲେ। ଏଥିରେ ଅମର ପଟ୍ଟନାୟକ ବିଶେଷ ସମ୍ମାନୀୟ ଅତିଥ୍ ଭାବେ ଯୋଗଦାନ କରିଥିବା ସହ ସହ ଏସ୍ଏସ୍ଏମ୍‌ଇର ଯୁଗ୍ମ ନିର୍ଦ୍ଦେଶ ର୍ଦ୍ଦଶକ ପବନ କୁମାର ଗୁପ୍ତା ସମ୍ମାନୀୟ ଅତିଥ୍ ଭାବେ ଯୋଗ ଦେଇଥିଲେ। କେନିଆର ବୋର୍ଡ ଅଫ୍ ଚେୟାରମ ୟାରମ୍ୟାନ୍ ଜେମ୍‌ସ ମ୍ୟୁକ୍ୟୁ ସମ୍ମାନନୀୟ ଅତିଥ୍ ଏବଂ ବକ୍ତା ଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ଏସିସିଆଇ ଓଡିଶାର ସଭାପତି ଏଏସିସିଆଇ ପ୍ରତିଷ୍ଠାତା ତଥା ଅଧ୍ଯକ୍ଷ ଜି ଡି ସିଂ, ଓଡିଶା ସରକାରଙ୍କ ଇଣ୍ଡଷ୍ଟ୍ରି ବିଭାଗର ପ୍ରମୁଖ ଡଃ ଲିତା ମହାପାତ୍ର, ପ୍ରମୁଖ ସଚ୍ଚିବ ଆଇଏଏସ୍ ହେମନ୍ତ ଶର୍ମା, ଷ୍ଟାଟ୍ ଅପ୍ ଓଡିଶାର କାର୍ଯ୍ୟନିର୍ବାହୀ ଅଧ୍ଯକ୍ଷ ଓମ୍‌କାର ରାଏ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମିଳନୀ ଆସନ୍ତା ତିନି ଦିନ ଧରି ଚାଲୁ ରହିବ।