ଓଡିଶାରେ ଅଣ୍ଡର୍ ଆର୍ମର ପ୍ରଥମ ଷ୍ଟୋର୍‌ର ଉଦ୍‌ଘାଟନ କରିଛନ୍ତି ଅଲିମ୍ପିକ ବିଜେତା ଓ ବିଶ୍ଵ

ଓଡିଶାରେ ଅଣ୍ଡର୍ ଆର୍ମର ପ୍ରଥମ ଷ୍ଟୋର୍‌ର ଉଦ୍‌ଘାଟନ କରିଛନ୍ତି ଅଲିମ୍ପିକ ବିଜେତା ଓ ବିଶ୍ଵ

ଓଡିଶାରେ ଅଣ୍ଡର୍ ଆର୍ମର ପ୍ରଥମ ଷ୍ଟୋର୍‌ର ଉଦ୍‌ଘାଟନ କରିଛନ୍ତି ଅଲିମ୍ପିକ ବିଜେତା ଓ ବିଶ୍ଵ

ଚାମ୍ପିଅନ ନୀରଜ ଚୋପ୍ରା

ଭୁବନେଶ୍ଵରର ନେକ୍ଟସ୍ ଏସ୍‌ପ୍ଲାନେକ ମଇଠାରେ ଏହି ନୂଆ ବ୍ରାଣ ହାଉସ୍ ସ୍କୋର ସହିତ ଅଣ୍ଡର ଆର୍ମର ଭାରତର ୩୦ଟି ସହରର ୪୮ଟି ଏକକୁସିଭ ଷ୍ଟୋରରେ ଉପଲବ୍ଧ ହେଉଛି

ଭୁବନେଶ୍ଵର, ୧୦ ଅକ୍ଟୋବର ୨୦୨୪: ଭାରତରେ ଅଣର ଆର୍ମର ପାଇଁ ଏକୁକୁସିର ଡିଷ୍ଟିଚ୍ୟୁଟର ଓ ଲାଇସେନିଂ ସଂସ୍ଥା ଅନ୍ତରତର ଆଥଲେଟିକ୍ସ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଅଣ୍ଡର୍ ଆର୍ମର ବ୍ରାଣ୍ଡ ହାରସ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି ଷୋରକୁ ପ୍ରଶଂସକଙ୍କ ଲିଜ ଓ ସପ୍ତାହ ମଧ୍ୟରେ ଅଲିମ୍ପିକ ବିଜେତା ଓ ବିଶ୍ଵ ଚାମ୍ପିଅନ ନୀରଜ ଚୋପ୍ରା ଉଦ୍‌ଘାଟନ କରିଛନ୍ତି । ଏହି ଗ୍ରାଣ୍ଡ୍ ଓପନିଂ ଅବସରରେ ନାଉଜ ବିଭିନ୍ନ କ୍ରୀଡା ଓ ଫିଟ୍‌ନେସ୍ ଉତ୍ସାହୀ ଓ ନିଜ ପ୍ରଶଂସକଙ୍କ ସହ ବାର୍ତାଳାପ କରିଛନ୍ତି ଏବଂ ସେମାନଙ୍କ ପ୍ରଶିକ୍ଷଣ ଏବଂ ଉତମ ପ୍ରତିଯୋଗି ହେବା ରାହାରେ କିଭଳି ଏକ ସଠିକ ସ୍ପୋର୍ଟିଙ୍ଗ ଗିୟର ଭିନ୍ନତା ଆଣିପାରିବ ତାହାକୁ ଆଲୋକପାତ କରିଥିଲେ ।

ଭୁବନେଶ୍ଵରର ନେକ୍ସସ ଏସପ୍ଲାନେକ ମଳର ଗ୍ରାଇଣ୍ଡ ଫ୍ଲୋର୍‌ରେ ଅବସ୍ଥିତ ଅଣ୍ଡର ଆର୍ମର ସ୍କୋର ସହରର କ୍ରୀଡା, ଫିଟନେସ୍ ଓ ସ୍ପୋର୍ଟସୱେୟାର ଉପାହୀଙ୍କ ପାଇଁ ଏକ ଲୋକପ୍ରିୟ ଲଭଦ୍ୟସ୍ଥଳୀ ହେବା ଲାଗି ପ୍ରସ୍ତୁତ ରହିଛି । ଏହି ଷୋର ଅଣର ଆର୍ମରର ନୂତନ ରିଟେଲ ଇନୋଭେଶନ – ବ୍ରାଣ୍ଡ ହାଉସ୍ ସିଟି କନ୍‌ସେପ୍ଟ ଇଭୋଲ୍ୟୁଶନକୁ ଅନୁସରରଣ କରୁଛି ଯାହା ବିଶ୍ଵସ୍ତରୀୟ ଉତ୍ପାଦ ସହ ଉନ୍ନତ ସପିଂ ଅନୁଭୂତି ପ୍ରଦାନ କରୁଛି । ଗ୍ରାହକମାନେ ଜୁଆଲ-ମୋଡ ଟ୍ରିପ୍‌ସିକ ମେଗା ସୁନ୍, ଇନ୍‌ଫାଇନାଇଟ ଓ ଭେଲୋସିଟି ରନିଙ୍ଗ୍‌ ସୁଜର ନୂଆ ଏଡିସନ, ଷ୍ଟାଇଲିଶ କ୍ରସ୍- ଓଭର ଫାନ୍ଟମ ୪ ସୁନ୍, ନୀରଜଙ୍କ ପସନ୍ଦର ମିନେରାଲ-ଇନ୍‌ଫ୍ରାନ୍ତ ପୋଷାକ ଶୃଙ୍ଖଳା ଇଂଚ୍ ଆଣ ଭ୍ୟାନିଶ୍, ଏକ ବିସ୍ତୃତ ଗଳ୍ପ ରେଞ୍ଜ ଓ ବହୁପ୍ରଶଂସିତ କରି ଆଣ୍ଡ ପ୍ରୋଜେକ୍ଟ ରନ୍ କଲେକ୍ସନ ସମେତ ଅଣ୍ଡର୍ ଆର୍ମରର ହାଇ ପରଫର୍ମାନ୍ସ ଗିୟରର ବିସ୍ତୃତ ରେଞ୍ଜକୁ କ୍ରୟ କରିପାରିବେ ।

ଏହି ଷ୍ଟୋର ସଂଚ୍ ଅବସରରେ ଅଣ୍ଡଲଜସ୍ ଆଥ୍‌ଲେଟିକ୍ସର ପରିଚାଳନା ନିର୍ଦ୍ଦେଶକ ତୁଷାର ଗୋକୁଲବାସ କହିଛନ୍ତି, " ଓଡିଶାର ଏକ ସମୃଦ୍ଧ କ୍ରୀଡା ସଂସ୍କୃତି, ବିଭିନ୍ନ କ୍ଷେତ୍ରରୁ ଶୀର୍ଷ କ୍ରୀଡାବିତ୍ ସୃଷ୍ଟି କରିବାର ପରମ୍ପରା ଓ ଉନ୍ନତ କ୍ରୀଡା ଭିତିଭୂମି ରହିଛି । ଆମେ ଓଡିଶାରେ ନେକ୍ସସ ଏସ୍‌ପ୍ଲାନେଡ ମଲରେ ଆମର ପ୍ରଥମ ଷ୍ଟୋରର ଶୁଭାରମ୍ଭ କରି ହସାହିତ ଅଛୁ, ଯାହା ଆମକୁ ଭୁବନେଶ୍ଵର ଦ୍ରୁତ ଅଭିବୃଦ୍ଧିଶୀଳ କ୍ରୀଡା ଓ ଫିଟ୍‌ନେସ୍ ଇସାହୀ ସମୁଦାୟକୁ ସେବା ପ୍ରଦାନ କରିବାକୁ ସୁଯୋଗ ଦେଇଛି । ନୀରଜ ଚୋପାଙ୍କ ସହ ଆମର ସହଭାଗିତା ଭାରତର ଲୋକପ୍ରିୟ ଆଥ୍‌ଲେଟିକ ପର୍‌ଫର୍ମାନ୍ତ ବ୍ରାଣ୍ଡରେ ପରିଣତ ହେବା ପାଇଁ ଆମର ଲକ୍ଷ୍ୟ କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରୁଛି ଏବଂ ଷ୍ଟୋରର ଉଦ୍‌ଘାଟନରେ ତାଙ୍କର ଉପସ୍ଥିତି ସହରର ଆଶାୟୀ କ୍ରୀଡାବିତଙ୍କ ପାଇଁ ବାସ୍ତବରେ ପ୍ରେରଣାଦାୟକ ରହିଛି ।

ଷ୍ଟୋରର ଶୁଭାରମ୍ଭ ସମ୍ପର୍କରେ ଅଣ୍ଡର ଆର୍ମର ଆଥ୍‌ଲେଟ ନୀରଜ ଚୋପ୍ରା କହିଛନ୍ତି, “ ଭୁବନେଶ୍ଵର ଏହାର ଚମତ୍କାର ଭିତିଭୂମି ଓ ଗଭୀର କ୍ରୀଡା ସଂସ୍କୃତି ସହିତ ଏକ ପ୍ରମୁଖ କ୍ରୀଡା କେନ୍ଦ୍ରରେ ପରିଣତ ହେଉଛି । ମୁଁ ଏଠାରେ ପ୍ରଶିକ୍ଷିତ ହୋଇଛି ଓ ପ୍ରତିଯୋଗିତା କରିଛି ଏବଂ ପ୍ରତିଭାମାନଙ୍କୁ ବିକଶିତ କରିବାରେ ଏହି ସହରର ଅବଦାନ ବାସ୍ତବରେ ପ୍ରେରଣାଦାୟକ ଅଟେ । ଏକ କ୍ରୀଡାବିତ୍ରଭାବେ ଅଶର ଆର୍ମରର ବ୍ରାଣ୍ଡ ମୂଲ୍ୟବୋଧ ଏବଂ ପର୍‌ଫର୍ମାନ୍ସ ଗିୟର ମୋର ବ୍ୟକ୍ତିତ୍ୱକୁ ପ୍ରତିଫଳନ କରୁଛି । ଏବଂ ମୋର ଯାତ୍ରାରେ ଏକ ଗୁରୁତ୍ଵପୂର୍ତ୍ତ ସହଯୋଗ ପ୍ରଦାନ କରୁଛି । ମୁଁ ଏହି ବ୍ରାଣ୍ଡକୁ ଓଡିଶାରେ କ୍ରୀଡାବିତ୍‌ଙ୍କ ନିକଟତର ହେଉଥିବାର ଦେଖୁ ଉତ୍ସାହିତ ଅଛି ଏବଂ ଆଶା କରୁଛି ଯେ, ଏହାର ହାଇ- ପର୍‌ଫର୍ମାନ୍ସ ଗିୟର ଦ୍ଵାରା ଆଶାୟୀ କ୍ରୀଡାବିତମାନେ ଶ୍ରେଷ୍ଠ ପ୍ରଦର୍ଶନ ଉପରେ ଧ୍ୟାନ ଦେବା ସହ ଏହା ସେମାନଙ୍କ ପ୍ରଶିକ୍ଷଣ ଏବଂ ଉନ୍ନତ ପ୍ରଦର୍ଶନରେ ସାହାର୍ଯ୍ୟ କରିବ । "

ନୀରଜ ଚୋପ୍ରାଙ୍କ ବ୍ୟତୀତ ଅଣ୍ଡର୍ ଆର୍ମର ଉତ୍ପାଦଗୁଡିକ ବିଶ୍ଵର କିଛି ସର୍ବୋତମ କ୍ରୀଡାବିତ ଯେପରିକି ନ୍ୟାଶନାଲ ବାସ୍କେଟବଲ ଆସୋସିଏଶନ ଅଲ୍-ଷ୍ଟାର ଷ୍ଟିଫେନ କରୀ; ଗଳ୍ପର ଜୋର୍ଡନ ସ୍ମିଥ୍, ଅଲିମ୍ପିଆନ ଓ କାନାଡିଆନ ହେପ୍ଟାଥ୍ଲେଟ ଜର୍ଜିଆ ଏଲେନଉଚ୍, ହେଲିୱେଟ୍ ବକ୍ତିଙ୍ଗ ଚାମ୍ପିଅନ ଆଂଟୋନୀ ଜୋସୁଆ, ଅଭିନେତା । ପ୍ରଯୋଜକ ସ୍ପେନ ‘ଦ ରଜ୍' ଜନ୍‌ସନ ଆଦି ପରିଧାନ କରୁଛନ୍ତି ।