ଦାରୁ ବିବାଦ ତଦନ୍ତ ନିର୍ଦେଶକୁ ଶୁଭେନ୍ଦୁଙ୍କ ସ୍ବାଗତ .
ଦାରୁ ବିବାଦ: ତଦନ୍ତ ନିର୍ଦେଶକୁ ଶୁଭେନ୍ଦୁଙ୍କ ସ୍ବାଗତ . -ପଶ୍ଚିମବଙ୍ଗର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ -‘ଓଡ଼ିଶାର ଆଇନମନ୍ତ୍ରୀଙ୍କ ତଦନ୍ତ ନିର୍ଦେଶ ସ୍ବାଗତଯୋଗ୍ୟ’ -‘ଭାରତରେ ୪ଟି ଧାମ-ପୁରୀ , ଦ୍ବାରିକା , ବଦ୍ରିନାଥ ଓ ରାମେଶ୍ବରମ’ -‘ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ବୋଲି ଲେଖିବା ଭୁଲ’ -ନିମ୍ନସ୍ତରକୁ ଖସିଛନ୍ତି ପଶ୍ଚିମବଙ୍ଗ ସରକାର: ଶୁଭେନ୍ଦୁ -‘ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳିଛନ୍ତି’
