ଆଜି ଗୁଣୁପୁର Hp ଗ୍ୟାସ ପାଇଁ ଗ୍ରାହକ ଙ୍କ ପ୍ରବଳ ଭୀଡ...
ରାୟଗଡା ଜିଲ୍ଲା ଗୁଣୁପୁର ରେ ଦେଖିବାକୁ ମିଳିଛି HP ଗ୍ୟାସ ର ଅଭାବ ଆଜି ସକାଳୁ ସକାଳୁ ଗ୍ୟାସ ଅଫିସ ରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ସୂଚନା ମୁତାବକ ଆଜି HP ଗ୍ୟାସ ର ଉପଭକ୍ତା ଆଜି କୁ ଦୀର୍ଘ ଦୀନ ହେଲା ଗ୍ୟାସ ବୁକିଙ୍ଗ କରିଛନ୍ତି ତଥାପି ଗ୍ୟାସ ପାଇ ପାରୁନାହାନ୍ତି ଗ୍ୟାସ ର ସମସ୍ୟା ଦିନକୁଦିନ ବୃଦ୍ଧି ହେବାରେ ଲାଗିଛି ତଥାପି ପ୍ରଶାସନିକ ଚୂପ ଏହି ପରିପେକ୍ଷିରେ ରେ ସାଧାରଣ ଗ୍ୟାସ ଉପଭକ୍ତ। ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଣୁ ସାଧାରଣ ରେ ଚର୍ଚା ହେଉଛି କଳାବଜାରି ରୋକିବାରେ ଯଦି ପ୍ରଶାସନିକ ତତ୍ପର ହୁଅନ୍ତି ତାହା ହେଲେ ଗ୍ୟାସର ସମସ୍ୟା ଦୂର ହେବ ବୋଲି ବୃଦ୍ଧିଜୀବୀ ମହଲରେ ପତିକ୍ରିୟା ରଖିଛନ୍ତି ଏଣୁ ପ୍ରଶାସନିକ ଏଥି ପ୍ରତି ଦୃଷ୍ଟି ଦେଇ ପୁଙ୍ଖାନ ପୁଙ୍ଖ ତଦନ୍ତ କରି ଗ୍ୟାସ ର ସମସ୍ୟା ଦୂରିକରଣ କଲେ ଉପଭକ୍ତା ଗ୍ୟାସ ପାଇ ପାରିବେ ।
ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର


admin 
