*BIG BIG BREAKING NEWS-*

*BIG BIG BREAKING NEWS-*

*-ଦେଶରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର*

*-ପେଟ୍ରୋଲ ଲିଟର ପିଛା ୩ ଟଙ୍କା ବୃଦ୍ଧି*

*-ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୪ ଟଙ୍କା*

*-ଡିଜେଲ ଲିଟର ପିଛା ୯୫ ଟଙ୍କା ୮୬ ପଇସାକୁ ବୃଦ୍ଧି*

*-ସ୍ପିଡ୍‌ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ୬୪ ପଇସା*

*-ଦିଲ୍ଲୀରେ ପେଟ୍ରୋଲ ଦର ୯୭.୭୭ , କୋଲକାତାରେ ୧୦୮.୭୪ ଟଙ୍କା*

*-ମୁମ୍ବାଇରେ ପେଟ୍ରୋଲ ଦର ୧୦୬.୬୮ , ଚେନ୍ନାଇରେ ୧୦୩.୬୭ ଟଙ୍କା*