କଥା ଦେଇ କଥା ରଖିଲେ ଅଭ୍ୟାସ ଟେକନ୍ନ ସ୍କୁଲ ପଦ୍ମପୁର ନୂତନ ଶିକ୍ଷା ପ୍ରାଣାଳୀ ର ଆୟୋମାରମ୍ବ

କଥା ଦେଇ କଥା ରଖିଲେ ଅଭ୍ୟାସ ଟେକନ୍ନ ସ୍କୁଲ ପଦ୍ମପୁର ନୂତନ ଶିକ୍ଷା ପ୍ରାଣାଳୀ ର ଆୟୋମାରମ୍ବ

ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଆଜି ଅଭ୍ୟାସ ଟେକ୍ନ ସ୍କୁଲ ତରଫରୁ ନୂତନ ଶିକ୍ଷା ପଦ୍ଧତିରେ ଶିକ୍ଷା ଦାନ ଦେବା ପାଇଁ ପିଲାଙ୍କ ଉଚ୍ଚ ସ୍ୱପ୍ନ କୁ ସାକାର କରିବା ନିମନ୍ତେ ପିଲା ମାନଙ୍କୁ ନୂତନ ଶିକ୍ଷା ପଦ୍ଧତି ରେ ଶିକ୍ଷା ଦାନ ଦେବା ପାଇଁ ପ୍ରାଧେୟ ଦେଇ ଆରମ୍ଭ ହୋଇଥିବା ଅଭ୍ୟାସ ଟେକ୍ନ ସ୍କୁଲ ଆଜି ପୁଣି ଏକ ନୂତନ ଶିକ୍ଷା ପ୍ରଣାଳୀ ରେ ମନ୍ଦିର ମାଳିନୀ ପଦ୍ମପୁର ଠାରେ ପହଞ୍ଚାଇଛନ୍ତି ।କଥାରେ ଗୁରୁ ହେଉଛନ୍ତି ସର୍ବଶ୍ରେଷ୍ଠ ମହାନ ପିଲା ମାନେ ହେଉଛନ୍ତି ଦେଶର ଭବିଷ୍ୟତ ଏହାକୁ ଆଖି ଆଗରେ ରଖି ପିଲାମାନଙ୍କର ଉଚ୍ଚ ସ୍ୱପ୍ନ ର ସାକାର ନିମନ୍ତେ ପଦ୍ମପୁର ଠାରେ ଅଭ୍ୟାସ ଟେକ୍ନ ସ୍କୁଲ ତରଫରୁ ଆଜି ନୂଆ କରି IIT, JEE, NEET,ଭଳି ଉଚ୍ଚ କୋଟିର ଶିକ୍ଷା ପଦ୍ଧତିକୁ ଆରମ୍ଭ କରାଯାଇଛି ।ଏହି ପରିପେକ୍ଷିରେ ଅଭିବାବକ ମନରେ ଆଶାର ସଞ୍ଚାର ଖେଳେଇ ଯାଇଛି ଏହା ଏକ ଉଚ୍ଚ କୋଟିର ପଦକ୍ଷେପ ନେଇଛନ୍ତି । ଅଭ୍ୟାସଟେକ୍ନ ସ୍କୁଲର ସେକ୍ରେଟାରୀ ଲାଡି ତୁକା ରାମ ସାର ତାଙ୍କର ବହୁତ ପ୍ରଚେଷ୍ଠା ବଳରେ ଏହି ଅନୁଷ୍ଠାନ ଟି ଅନୁଷ୍ଠାନିକ ଭାବେ ନୂତନ କରି ଆଜି ପଦ୍ମପୁର ମାଟିରେ ପୁରୁଣା TVS SOROOM ପାଖରେ ଉଦ୍ଘାଟନ କରାଯାଇଛି । ଆଖ ପାଖ ଅଞ୍ଚଳର ପିଲା ମାନଙ୍କର ଶିକ୍ଷାର ବିକାଶ ନିମନ୍ତେ ଏହା କାର୍ଯ୍ୟକାରି କରିଛନ୍ତି NEUCLONE କୋଟା ନାମକ ଏହି ଶିକ୍ଷା ବ୍ୟବସ୍ଥା ଷଷ୍ଠ ଶ୍ରେଣୀ ଠାରୁ ଆରମ୍ବ କରି ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଯୋଗାଡ଼ କରି ସେମାନଙ୍କର ଭବିଷ୍ୟତ ଗଡିବାରେ ସହଯୋଗ କରିବାକୁ ଚେଷ୍ଟା କରିଛନ୍ତି । ଆଜି ସକାଳୁ ଅଭିବାବକ ତଥା ଅଭ୍ୟାସ ଟେକ୍ନ ସ୍କୁଲ ର ସମସ୍ତ କର୍ମଚାରୀ ଆଖପାଖ ଅଞ୍ଚଳ ର ଛାତ୍ର ଛାତ୍ରୀ ତଥାNEUCLONE କୋଟା ର ସମସ୍ତ କର୍ମଚାରୀ ଉପସ୍ଥିତି ରେ ଅଭ୍ୟାସ ଟେକ୍ନ ସ୍କୁଲର ସେକ୍ରେଟାରୀ ଲାଡ଼ି ତୁକାରାମsir ଉଦ୍ ଘାଟନ କରିଥିଲେ ଶେଷରେ କହିଛନ୍ତି ପିଲା ମାନେ ହେଉଛିନ୍ତି ଦେଶର ଭବିଷ୍ୟତ ପିଲା ମାନଙ୍କର ଶିକ୍ଷା ପଦ୍ଧତି କୁ ଉନ୍ନତର ହେବ ତାହା ପ୍ରତି ଶିକ୍ଷକ,ଶିକ୍ଷୟତ୍ରି ତଥା ଅଭିବାବକ ଗୁରୁତ୍ଵ ଦେବା ଆବଶ୍ୟକ ବୋଲି ନିଜର ଅଭିଭାଷଣ ରେ କହିଛନ୍ତି.। ଏହା ପଦ୍ମପୁର ମାଟିର ଗୌରବ ତଥା ଗର୍ବ ବୋଲି ବୁଦ୍ଧି ଯିବି ମହଲ ରେ ପ୍ରତିକ୍ରିୟା ରଖିଛନ୍ତି 

ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର