ରାମନାଗୁଡ଼ା ବ୍ଲକ କୁକେନ୍ଦ୍ରି ଗ୍ରାମରେ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ ମାନ୍ୟବର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଶ୍ରୀ ବିଦ୍ୟା ଶବରଙ୍କ ଦ୍ଵାରା
ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ କୁକେନ୍ଦ୍ରୀ ଗ୍ରାମରେ ମହା ଆଡ଼ମ୍ବର ସହକାରେ ଗ୍ରାମ ବାସୀ ମାନଙ୍କ ତତ୍ବାବଧାନରେ ଆଜି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ କରିଥିଲେ ମାନ୍ୟବର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଶ୍ରୀ ବିଦ୍ୟାଧର ଶବର ଏବଂ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ଏବଂ ଗ୍ରାମ ପଞ୍ଚାୟତ ସରପଞ୍ଚ ଉପସ୍ଥିତ ରହି ଆଜିର କାର୍ଯ୍ୟକ୍ରମ ରେ ଯୋଗ ଦାନ ଦେଇ ଥିଲେ ପ୍ରଥମେ ସତନ୍ତ ଉନ୍ନୟନ ପରିଷଦ ଶ୍ରୀ ବିଦ୍ୟା ଶବର ଙ୍କୁ ଫୁଲତୋଳା ଦେଇ ପାଛୋଡି ନେଇଥିଲେ ଗ୍ରାମ ର ଆବାଳ ବନୀତା ସମସ୍ତେ ଆଜିର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କିଛି ବୁଦ୍ଧିଜୀବୀ ମହଲ ରେ ପ୍ରତିକ୍ରିୟା ରଖିଛନ୍ତି ଏହି କ୍ରିକେଟ ଟୁର୍ଣ୍ଣା ମେଣ୍ଟ କରିବାର ମୂଳ ଉଦ୍ଦ୍ୟେଶହେଲା ଭାଇ ଚାରା ସମ୍ପର୍କକୁ ନୀବୀଡ ରଖିବା ହରିବା ଏବଂ ଜିଣିବା କିଛି ପ୍ରଶ୍ନ ଉଠୁନି
ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର


admin 
