*ଭାରତ ଆସିବେ ଜିନ୍ପିଙ୍ଗ!*
*-ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ ଭାରତ ଗସ୍ତରେ ଆସିବା ସମ୍ଭାବନା*
*-ଆସନ୍ତା ମାସ BRICS ସମ୍ମିଳନୀକୁ ଆସିବା ନେଇ ସୂଚନା*
*-ଦୀର୍ଘ ୭ ବର୍ଷ ବ୍ୟବଧାନ ପରେ ଏକ ବଡ଼ ଟିମ୍ ସହ ଆସିବେ*
*-ସେପ୍ଟେମ୍ବର ୧୨-୧୩ରେ ୪ ଶହ ଜଣିଆ ଟିମ୍ ସହ ଆସିପାରନ୍ତି*
*-ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ନେଇ ସରକାରୀ ଭାବେ ଘୋଷଣା ହୋଇନି*
*-NSA ଅଜିତ ଡୋଭାଲ ଚୀନ ଗସ୍ତରେ ଥିଲା ବେଳେ ବଢ଼ିଲା ଚର୍ଚ୍ଚା*


admin 
