ଶ୍ରୀ ରୁଦ୍ରାନ୍ସ ପଟ୍ଟନାୟକ ଙ୍କ ଚତୃର୍ଥ ତମ ଜନ୍ମଦିନ ର ଅଭିନନ୍ଦନ

ଶ୍ରୀ ରୁଦ୍ରାନ୍ସ ପଟ୍ଟନାୟକ ଙ୍କ ଚତୃର୍ଥ ତମ ଜନ୍ମଦିନ ର ଅଭିନନ୍ଦନ

ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଖଇରା ଥାନାର IIC ଶ୍ରୀଯୁକ୍ତ ଜନ ପଟ୍ଟନାୟକ ଙ୍କ ପୁଅ ଶ୍ରୀ ରୁଦ୍ରାନ୍ସ ପଟ୍ଟନାୟକ ଙ୍କ ଚତୃର୍ଥ ତମ ଜନ୍ମଦିନ ନହଙ୍ଗ ସ୍ୱସ୍ତିକ ମଣ୍ଡପ ରେ ଶ୍ରୀଯୁକ୍ତ ଜନ ପଟ୍ଟନାୟକ ଓ ମାତା ଶ୍ରୀମତୀ ସରଜନା ମହାନ୍ତି ଙ୍କ ଉପସ୍ଥିତ ରେ ପାଳିତ ହୋଇଛି

ସ୍ଥାନୀୟ ନୀଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକ ଖଇରା ଥାନାର ସମସ୍ତ ପୋଲିସ ଅଧିକାରୀ ଖଇରା ବ୍ଲକ ର ଅଧିକାଂଶ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ, ଶ୍ରୀ ରୁଦ୍ରାନ୍ସ ପଟ୍ଟନାୟକ ଙ୍କ ଆଗାମୀ ଭବିଷ୍ୟତ ଉଜ୍ୱଳ ମୟ ହେଉ ବୋଲି ଉପସ୍ଥିତ ସମସ୍ତ ହିତାଂଶୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ,