ଆମ ପଟ୍ଟାମୁଣ୍ଡାଇ ର ୧୦ ନଂ ୱାର୍ଡ ର ସାହୁ ସାହି ସ୍ଥିଥ ରେ ମା ଗଜଲକ୍ଷ୍ମୀ

ଆମ ପଟ୍ଟାମୁଣ୍ଡାଇ ର ୧୦ ନଂ ୱାର୍ଡ ର ସାହୁ ସାହି ସ୍ଥିଥ ରେ ମା ଗଜଲକ୍ଷ୍ମୀ

ଆମ ପଟ୍ଟାମୁଣ୍ଡାଇ ର ୧୦ ନଂ ୱାର୍ଡ ର ସାହୁ ସାହି ସ୍ଥିଥ ରେ ମା ଗଜଲକ୍ଷ୍ମୀ କଂ ପୂଜା ଓ ଗତ କାଲି ପ୍ରାୟ ୨୦ ଟି କଳଷ ଧାରୀମାନେ ମହା ଆଡମ୍ବର ରେ ମାଂକ ଶ୍ମୁତିଗାନ ମାଂକ ପୂଜା ରେ ଲିନ ଥିଲେ, ଏହା ଆମ ପଟ୍ଟାମୁଣ୍ଡାଇ ର ସବॆପୁରାତନ ଅନୁଷ୍ଟାନ, ୧୯୭୭ ମସିହାରେ ମୋ ପିତା ଓ ମାତାଙ୍କ ଦ୍ବାରା ଆରମ୍ଭ୍ ହୋଇଥିଲା। ଏହା ପରେ ଆମ୍ଭ ଗ୍ରମ ର ଏ୧ ମା ଵୁଢୀ ବାସୁଳାଇ ଯୁବକ ସଂଘ ତରଫରୁ ପରିଚାଳିତ ହୋଇ ଆସୁଅଛି।