ଡିପୋଜିଟ୍‌ କରିଛନ୍ତି, ତେବେ ଜାଣିଥିବେ ଯେ ଏହାକୁ କ୍ଲିୟର୍ ହେବାକୁ ଏବଂ ଆକାଉଣ୍ଟକୁ ଟଙ୍କା ଆସିବାକୁ ୨ ଦିନ ସମୟ ଲାଗେ ।

ଡିପୋଜିଟ୍‌ କରିଛନ୍ତି, ତେବେ ଜାଣିଥିବେ ଯେ ଏହାକୁ କ୍ଲିୟର୍ ହେବାକୁ ଏବଂ ଆକାଉଣ୍ଟକୁ ଟଙ୍କା ଆସିବାକୁ ୨ ଦିନ ସମୟ ଲାଗେ ।

ଡିପୋଜିଟ୍‌ କରିଛନ୍ତି, ତେବେ ଜାଣିଥିବେ ଯେ ଏହାକୁ କ୍ଲିୟର୍ ହେବାକୁ ଏବଂ ଆକାଉଣ୍ଟକୁ ଟଙ୍କା ଆସିବାକୁ ୨ ଦିନ ସମୟ ଲାଗେ । ବେଳେବେଳେ ଚେକ୍‌ କ୍ଲିୟର ହେବାକୁ ମଧ୍ୟ ବାରମ୍ବାର ବ୍ୟାଙ୍କ୍ ଦୌଡ଼ିବାକୁ ପଡ଼େ । କିନ୍ତୁ ବର୍ତ୍ତମାନ ଏହି ଅସୁବିଧା ଦୂର ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଘୋଷଣା କରିଛି ଯେ ଅକ୍ଟୋବର ୪, ୨୦୨୫ ରୁ ଏକ ନୂଆ ଚେକ୍ କ୍ଲିୟରିଂ ସିଷ୍ଟମ୍ ଲାଗୁ ହେବ । ଏହା ଦ୍ୱାରା କିଛି ଘଣ୍ଟା ମଧ୍ୟରେ ଚେକ୍ କ୍ଲିୟର୍ ହୋଇଯିବ ଏବଂ ଟଙ୍କା ଶୀଘ୍ର ଆକାଉଣ୍ଟକୁ ଆସିଯିବ