ଲକ୍ଷ୍ମୀ ବସ ର ଚାକିରୀ ଦବାକୁ କହି ଟଙ୍କା ମାଗୁଥିଲେ OSRTC ତରଫରୁ ଥାନାରେ ମାମଲା ରୁଜୁ
#laxmibus #ଦରବାରଖବର
ଲକ୍ଷ୍ମୀ ବସ ରେ ଚାକିରୀ ଦେବାକୁ କହି ବଲାଙ୍ଗୀର ରେ ଏକ ଭିଡ଼ିଓ ଭାଇରାଲ ଘଟଣା
OSRTC ପକ୍ଷରୁ ଥାନାରେ ମାମଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ
ଜଣଙ୍କୁ ଗିରଫ କଲା ବଲାଙ୍ଗୀରି ପୋଲିସ
OSRTC କିମ୍ବା ଲକ୍ଷ୍ମୀ ଯୋଜନା ରେ ନିଯୁକ୍ତି ପାଇଁ କାହା ଠାରୁ ଟଙ୍କାଟେ ନିଆ ଯାଉନାହିଁ |
ନିଯୁକ୍ତି ଦେବା ପାଇଁ OSRTC 7ଟି ଏଜେନ୍ସି ଙ୍କୁ ଦାୟିତ୍ୱ ଦିଆଯାଇଛି
ସେମାନେ ନିଯୁକ୍ତି ପାଇଁ ମଧ୍ୟ ପାର୍ଥି ଙ୍କ ଠାରୁ କୌଣସି ଟଙ୍କା ନେଉନାହାନ୍ତି ଏଜେନ୍ସି
ଯଦି କେହି ଟଙ୍କା ମାଗୁ ଥାଆନ୍ତି ତେବେ ଟୋଲ ଫ୍ରି ନମ୍ବର 18003451122କୁ ଯୋଗାଯୋଗ କରିବା ପାଇଁ OSRTC ପକ୍ଷରୁ ଅପିଲ
କିମ୍ବା GRIEVANCE@OSRTC.ORG ୱେବସାଇଟରେ ଜଣାଇବାକୁ ମଧ୍ୟ ଅନୁରୋଧ



