କନ୍ଧମାଳ ଜ଼ିଲ୍ଲା ଓଡ଼ିଶା ଆଉଟ ସୋର୍ସିଙ୍ଗ କର୍ମ ଚାରୀଙ୍କ ସାଧାରଣ ବୈଠକ l

କନ୍ଧମାଳ ଜ଼ିଲ୍ଲା ଓଡ଼ିଶା ଆଉଟ ସୋର୍ସିଙ୍ଗ କର୍ମ ଚାରୀଙ୍କ ସାଧାରଣ ବୈଠକ l

କନ୍ଧମାଳ ଜ଼ିଲ୍ଲା ଓଡ଼ିଶା ଆଉଟ ସୋର୍ସିଙ୍ଗ କର୍ମ ଚାରୀଙ୍କ ସାଧାରଣ ବୈଠକ l
 Anchor -ରାଜ୍ୟ ସଂଘର ନିର୍ଦେଶ କ୍ରମେ  କନ୍ଧମାଳ ଜିଲ୍ଲାର ଆଉଟ ସୋର୍ସିଙ୍ଗ ସଙ୍ଘର ବିଭିନ୍ନ ସମସ୍ୟା ନେଇ ସଙ୍ଘ ସଭାପତି ସରୋଜ କୁମାର ନାୟକଙ୍କ ସଭାପତିତ୍ବରେ ଫୁଲବାଣୀ ତିଆରଡିଏ ଛକ ନିକଟସ୍ଥ ବିଜୁ କଲ୍ୟାଣ ମଣ୍ଡପ ଠାରେ  ଏକ ଜରୁରୀ କାଳୀନ ବୈଠକର ଆୟୋଜନ କରାଯାଇଛି ଏବଂ ଆଜିର ଏହି ବୈଠକରେ କନ୍ଧମାଳ ଜିଲ୍ଲାର ପାଖାପାଖି ୩୦୦ ସହରୁ ୪୦୦ ସହ ଆଉଟସୋର୍ସ କର୍ମଚାରୀ ଯୋଗ ଦେଇଥିଲେ । ତେଣୁ ଆଜିକାର ଏହି ସାଧାରଣ ସଭାରେ ଜିଲ୍ଲା ନେତୃମଣ୍ଡଳୀର ଦୁଇ ମୁଖ୍ୟବକ୍ତା ଶ୍ରୀ ବ୍ରଜକିଶୋରେ ପଟ୍ଟନାୟକ ମହୋଦୟ ଓ ଶ୍ରୀ ପଦ୍ମ ଚରଣ ମହାନ୍ତି ମହୋଦୟଙ୍କ ସହ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ରାଜ୍ୟସଂଘର ଉପସଭାପତି ଶ୍ରୀ ପୂର୍ଣ ଚନ୍ଦ୍ର ମିଶ୍ର ମହୋଦୟଙ୍କ ସମେତ ଜିଲ୍ଲା ନେତୃମଣ୍ଡଳୀର ଉପଦେଷ୍ଟା ମଣ୍ଡଳୀ, ଆବାହକ ଲୋକନାଥ ମିଶ୍ର ଓ ଜିଲ୍ଲା ସଂଘର ସଭାପତି ଶ୍ରୀ ସରୋଜ କୁମାର ନାୟକ ଓ ଜିଲ୍ଲାସଂଘର ସମ୍ପାଦକ ଶ୍ରୀ ଜୀମୃତୁ ବେହେରା, କାର୍ଯ୍ୟକରି ସଭାପତି ସତ୍ୟ ନାରାୟଣ ପଣ୍ଡା, ଅତିରିକ୍ତ ସମ୍ପାଦକ ରାଜେଶ ଦିଗାଲ, ଉପସଭାତି ଅଭିଷେକ ମହାନ୍ତି, ଯୁଗ୍ମ ସମ୍ପାଦକ ବସନ୍ତ ପ୍ରଧାନ ଓ କାଳି ଚରଣ ଜେନା, କୋଷଦକ୍ଷ ଲଲିତ ଜେନା ଓ ପ୍ରଦୀପ କୁମାର ପ୍ରଧାନ, ସାଙ୍ଘଠନିକ ସମ୍ପାଦକ ବସନ୍ତ କୁମାର ପ୍ରଧାନ, ଚିନ୍ମୟି ମହାପାତ୍ର, ଅମିତି ଦିଗାଲ, ସୂର୍ଯ୍ୟ ନାରାୟଣ ସାହୁ, ଜଗନ୍ନାଥ ଦାସ, ଦୀପକ ରଥ, ମଧୁସ୍ମିତା ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ମହାନ୍ତି ସମେତ ପ୍ରତେକ ବ୍ଲକର ସାଙ୍ଘଠନିକ ସମ୍ପାଦକଙ୍କ ସହ କନ୍ଧମାଳ ଜିଲ୍ଲାର ସମସ୍ତ ସଂଗ୍ରାମୀ ଆଉଟସୋର୍ସିଙ୍ଗ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଫୁଲବାଣୀ ରୁ ଶିବ ପ୍ରାସାଦ ନାୟକ ଙ୍କ ରିପୋର୍ଟ ବିଶେଷ ଖବର