କେନ୍ଦ୍ରାପଡ଼ା ଅଟୋନୋମସ କଲେଜ ରେ ନିଟ୍ ପରିକ୍ଷା ସେନ୍ଟର ହୋଇଛି।

କେନ୍ଦ୍ରାପଡ଼ା ଅଟୋନୋମସ କଲେଜ ରେ ନିଟ୍ ପରିକ୍ଷା ସେନ୍ଟର ହୋଇଛି।

କେନ୍ଦ୍ରାପଡ଼ା ତା ୩/୫/୨୬ ରିଖ କେନ୍ଦ୍ରାପଡ଼ା ଅଟୋନୋମସ କଲେଜ ରେ ମେଡିକାଲ ପଢୀବାପାଇଁ ନିଟ୍ ଏନଟ୍ରାନ୍ସ ପରିକ୍ଷା ସୁରୁଖୁରୁରେ ସେଷ ହୋଇଛି। ଏଠାରେ ପ୍ରାୟତଃ ୧ ହଜାର ପରିକ୍ଷାର୍ଥି ପରିକ୍ଷା ଦେଇଛନ୍ତି। ଏଠାକୁ ପ୍ରାୟ ସମସ୍ତ ୯ ଗୋଟି ବ୍ଲକରୁ ଛାତ୍ରଛାତ୍ରୀ ତାଙ୍କ ଅଭିଭାବକଙ୍କ ସହିତ ଆସି ଦିବା ୧ ୩୦ ମିନିଟ୍ ରେ ଗେଟ୍ ଭତରକୁ ପ୍ରବେଶ କରିଥିଲେ। ଏବଂ ୫ଟା ରେ ପରିକ୍ଷା ଶେଷ ହୋଇଥିଲା। କେନ୍ଦ୍ରାପଡ଼ା ପୋଲିସ ତରଫରୁ ସୁରକ୍ଷା ପ୍ରଦାନ ର ବ୍ୟବସ୍ଥା କରାଯାଇ ଥିଲା। ଏବଂ ଗେଟ୍ ରେ କଲେଜ କର୍ତ୍ତୁପକ୍ଷଙ୍କ ତରଫରୁ ସୁରକ୍ଷା ଓ ଛାତ୍ରଛାତ୍ରୀ ମାନଙ୍କ ଆଡମିଟ କାର୍ଡ଼, ଆଧାର କାର୍ଡ଼, ସହିତ ପାସପୋର୍ଟ ଫଟୋ ଓ ପୋଷ୍ଟକାର୍ଡ ସାଇଜର ଫଟୋ କୁ ଚେକ୍ କରି ଭିତରକୁ ପ୍ରବେଶ କରାଉଥିବାର ଦେଖି ବାକୁ ମିଳଛି। ଅଭିଭାବକ ମାନେ ଏହି ବେବ୍ୟସ୍ଥା ପାଇଁ ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। କେନ୍ଦ୍ରାପଡ଼ା ରୁ ପ୍ରଦୀପ କିଶୋର ସାହୁ ଜିଲ୍ଲାସ୍ୱତନ୍ତ୍ର ପ୍ରତି ନିଧି ବିଷେଶ ଖବର