ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଅଧୀନ ଶିଖରପୁରୁ ଗ୍ରାମ ପଂଚାୟତ କାଯ୍ୟା ଲୟ ପରିସରରେ ଆୟୋଜନ ଜଣାଶୁଣାଣି ଶିବିର.

ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଅଧୀନ ଶିଖରପୁରୁ ଗ୍ରାମ ପଂଚାୟତ କାଯ୍ୟା ଲୟ ପରିସରରେ ଆୟୋଜନ ଜଣାଶୁଣାଣି ଶିବିର.

ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଅଧୀନ ଶିଖରପୁରୁ ଗ୍ରାମ ପଂଚାୟତ କାଯ୍ୟା ଲୟ ପରିସରରେ ଆୟୋଜନ ଜଣାଶୁଣାଣି ଶିବିର କାର୍ଯ୍ୟକ୍ରମ ରେ ଯୋଗଦେଇ ଲୋକମାନଂକର ସମସ୍ୟା ପଚାରି କିପରି ସୁବିଧା ରେ କାର୍ଯ୍ୟଗୁଡିକ ପାଇପାରିବେ ତାହା ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀମତ ଦୁଷ୍ୟନ୍ତ ସ୍ୱାଇଁ ଶିଖରପୁରୁ ଯୋଗିଆପାଲି ଓ ରାଣୀପଡ଼ା ପଞ୍ଚାୟତ ର ଅଭିଯୋଗ ଶୁଣାଳୀ ମାନଙ୍କୁ ଆଶ୍ୱାସନା ଦେଇଥିଲେ l ସାଂସଦ ଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିୟାର ସିଂ, ବି. ଡ଼ି. ଓ ଅଙ୍କୁର ଅଭିଳାଷ ତହସିଲଦାର ବିଶ୍ୱଜିତ ତ୍ରିପାଠୀ ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଏବଂ ଶିଖରପୁରୁ ର ସରପଞ୍ଚ କିରଣ ବାଳା ସାହୂ ସମିତି ସଭ୍ୟା ନିର୍ମଳା କୁମାରୀ ତ୍ରିପାଠୀ ଏବଂ ପୂର୍ବତନ ସରପଞ୍ଚ ନବକିଶୋର ସାହୂ ପ୍ରମୁଖ ଉପସ୍ଥିତ ରହିଥିଲେ l.