ଡିସେମ୍ବର ୫ରେ ବାରବାଟୀରେ ଟିକେଟ୍ ବିକ୍ରି
ଡିସେମ୍ବର ୫ରେ ବାରବାଟୀରେ ଟିକେଟ୍ ବିକ୍ରି
–ବାରବାଟୀ ମ୍ୟାଚ୍ ପାଇଁ ଡିସେମ୍ବର ୫ତାରିଖରେ ଟିକେଟ୍ ବିକ୍ରି, ଏନେଇ ସୂଚନା ଦେଲେ OCA ସମ୍ପାଦକ ସଞ୍ଜୟ ବେହେରା
–ଷ୍ଟାଡିୟମର ୬ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ୍
–‘ଡିସେମ୍ବର ୧ ତାରିଖରେ ଅନଲାଇନ୍ରେ ମିଳିବ ଟିକେଟ୍’
–‘ଡିସେମ୍ବର ୩ ଓ ୪ରେ OCA ଅନୁବନ୍ଧିତ ସଂସ୍ଥାକୁ ଟିକେଟ୍’
–ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି
–ତେବେ ଡିସେମ୍ବର ୯ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ T-20 ମ୍ୟାଚ୍



