*ପୂର୍ବତନ IIC ସୁଜିତ ଦାସଙ୍କ ନାଁରେ NBW*

*ପୂର୍ବତନ IIC ସୁଜିତ ଦାସଙ୍କ ନାଁରେ NBW*

*-ଶରଣକୁଳ ଥାନା ପୂର୍ବତନ IIC ସୁଜିତ ଦାସଙ୍କ ନାଁରେ NBW ଜାରି*

*-ଦୀର୍ଘ ଦିନ ହେଲା ଫେରାର ଥିବାରୁ NBW ଜାରି*

*-ଦୁଷ୍କର୍ମ ମାମଲାରେ ଫେରାର ଅଛନ୍ତି ପୂର୍ବତନ IIC ସୁଜିତ ଦାସ*

*-ବାବୁଙ୍କୁ ଗିରଫ କରିବା ପାଇଁ ବିଭନ୍ନ ସ୍ଥାନରେ ରେଡ୍‌ କରୁଛି କ୍ରାଇମବ୍ରାଞ୍ଚ*