ବାଲେଶ୍ୱର ଜିଲ୍ଲା ର ସ୍ପେଶାଲ ଟିମ ଧରିଛନ୍ତି ଏହି ଦୁଇ ହାଇୱା କୁ ଖଣିରୁ ଧରିଛନ୍ତି, ଏହା କେତେ ନମ୍ବର ରୁ ଆସୁଥିଲା ତଦନ୍ତ କାରି ଅଧିକାରୀ ତଦନ୍ତ ଜାରି ରଖିବେ

ବାଲେଶ୍ୱର ଜିଲ୍ଲା ର ସ୍ପେଶାଲ ଟିମ ଧରିଛନ୍ତି ଏହି ଦୁଇ ହାଇୱା କୁ ଖଣିରୁ ଧରିଛନ୍ତି, ଏହା କେତେ ନମ୍ବର ରୁ ଆସୁଥିଲା ତଦନ୍ତ କାରି ଅଧିକାରୀ ତଦନ୍ତ ଜାରି ରଖିବେ

ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଖଇରା ତହସିଲ ଅଧିନ ଶାରୀଶୁଆ କପିଳଝରି ବନ୍ଧ ନଟା ପାହାର୍ଡ ର ବଗେଇପୁର ରୁ ଦୁଇଟି ହାଇୱା ବ୍ଲାଷ୍ଟିଙ୍ଗ ପଥର ବୋଝେଇ ଟ୍ରକ କୁ ବାଲେଶ୍ୱର ଏସପି ଙ୍କ ନିର୍ଦ୍ଧେଶ ରେ ବାଲେଶ୍ୱର ପୋଲିସ ଜବଦକରିଛି, ଓ ଉକ୍ତ ହାଇୱା ଟ୍ରକ କୁ ଖଇରା ପୋଲିସ ଥାନାରେ ଜବଦ ହୋଇଛି, ଖଇରା IIC ଶ୍ରୀଯୁକ୍ତ ଜନ ପଟ୍ଟନାୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ଓ ଗାଡିର ଦୁଇ ଡ୍ରାଇଭ ଙ୍କୁ ଖଇରା ପୋଲିସ ଅଟକ ରଖିଛି, ବଗେଇପୁର,ଦେଉଳଗଡ଼ିଆ,ହାଣ୍ଡିଆ ହାଟରେ ଚାଲିଛିବ୍ଲାଷ୍ଟିଙ୍ଗ ପଥର ଚୋରି, ଦିନ ଓ ରାତିରେ ହେଉଛି ଚୋରି. ପାଖରେ ଥିବା 30 କ୍ରସର କୁ ଯୋଗାହେଉଛି ପଥର, ମାଇନିଂ ବିଭାଗର ଅବହେଳା, ମାନ୍ୟବର ଉଚ୍ଚ ନ୍ୟାୟା ଳୟ ର ଆଦେଶ କାର୍ଯ୍ୟ କାରି ହେଉନାହିଁ, କୋଟି କୋଟି ଟଙ୍କାର ହେଉଛି ଚୋରି,