ବାଲେଶ୍ୱର ଜିଲ୍ଲାପ୍ରତିନିଧି ରଘୁନାଥ ନାୟକ ବାଲେଶ୍ୱର ଜିଲ୍ଲାର ଅବକାରୀ ବିଭାଗ ରେ ଜିଲ୍ଲା ନିମିତ୍ତ 70 ଜଣ କନେଷ୍ଟବଳ ମଞ୍ଜୁରୀପ୍ରାପ୍ତ ପଦ ଥିଲାବେଳେ ମାତ୍ର 20 ଜଣ କନେଷ୍ଟବଳ କାର୍ଯ୍ୟ କରୁଛନ୍ତି,

ବାଲେଶ୍ୱର ଜିଲ୍ଲାପ୍ରତିନିଧି ରଘୁନାଥ ନାୟକ ବାଲେଶ୍ୱର ଜିଲ୍ଲାର ଅବକାରୀ ବିଭାଗ ରେ ଜିଲ୍ଲା ନିମିତ୍ତ 70 ଜଣ କନେଷ୍ଟବଳ ମଞ୍ଜୁରୀପ୍ରାପ୍ତ ପଦ ଥିଲାବେଳେ ମାତ୍ର 20 ଜଣ କନେଷ୍ଟବଳ କାର୍ଯ୍ୟ କରୁଛନ୍ତି,

ବାଲେଶ୍ୱର ଜିଲ୍ଲାପ୍ରତିନିଧି ରଘୁନାଥ ନାୟକ ବାଲେଶ୍ୱର ଜିଲ୍ଲାର ଅବକାରୀ ବିଭାଗ ରେ ଜିଲ୍ଲା ନିମିତ୍ତ 70 ଜଣ କନେଷ୍ଟବଳ ମଞ୍ଜୁରୀପ୍ରାପ୍ତ ପଦ ଥିଲାବେଳେ ମାତ୍ର 20 ଜଣ କନେଷ୍ଟବଳ କାର୍ଯ୍ୟ କରୁଛନ୍ତି, ବହୁତ କମ ରେ କାର୍ଯ୍ୟ ଚାଲୁଅଛି, ଅଧିକ ମଦବେପାରୀ ମେନ୍ନପୱାର କମ ରହିଅଛି, ପ୍ରକାଶ ଥାଉକିଯେ ସିମୁଳିଆ MLA ଅଂଚଳରେ ଖଇରା ଓ ସିମୁଳିଆ ବ୍ଲକ ରହିଅଛି, ଓ ସେଥିପାଇଁ ଖଇରା ଅବକାରୀ ଥାନା ରହିଛି. ମାତ୍ର ଏକ ଜଣ ସବ ଇନ୍ସପେକ୍ଟର ଓ ଏକଜଣ ଏସଆଇ, ଓ ଏକ ଜଣ କନେଷ୍ଟବଳ ରେ ଚାଲିଛି ଖଇରା ଅବକାରୀ ଥାନା, ୱାଚମେନ ନାହିନ୍ତି, କମ୍ପୁଟର ଅପରେଟର ନାହାନ୍ତି, ତଥାପି ଅଫିସର ମାସକୁ 25 ରୁ ଉର୍ଦ୍ଧ କେସ କରୁଛନ୍ତି, ସାଧାରଣରେ ଦାବୀ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମଞ୍ଜୁରୀ ପ୍ରାପ୍ତ ହୋଇଥିବା 70 ଜଣ ଅବକାରୀ କନେଷ୍ଟବଳ ବାଲେଶ୍ୱର ଜିଲ୍ଲାକୁ ତୁରନ୍ତ ଦିଆଯାଉ, ଆଉ 50 ଜଣ ସରକାର ଯଥାଶୀଘ୍ର ପ୍ରଦାନ କରିବାଉଚିତ.