ବିଜେଡି ଫେରିଲେ ରଘୁନାଥ, ଜୀବନ..

ବିଜେଡି ଫେରିଲେ ରଘୁନାଥ, ଜୀବନ..

*ବିଜେଡି ଫେରିଲେ ରଘୁନାଥ, ଜୀବନ...*

*-ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ*

*-ଦେବୀ ମିଶ୍ର ଓ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିକୁ ଫେରିଲେ*

*-ନବୀନଙ୍କ ମନ୍ତ୍ରିମଣ୍ଡଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଥିଲେ ରଘୁନାଥ*

*-ଶେଷ ଥର ପାଇଁ ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ରଘୁନାଥ*

*-ପୂର୍ବରୁ ବିଜେଡି ଟିକେଟରେ ଜୀବନ ବାଲେଶ୍ୱରରୁ ବିଧାୟକ ନିର୍ବାଚିତ ହୋଇଥିଲେ*