ସରଳ ହେଲା CGD ଅନୁମୋଦନ ପ୍ରକ୍ରିୟା...

ସରଳ ହେଲା CGD ଅନୁମୋଦନ ପ୍ରକ୍ରିୟା...

*ସରଳ ହେଲା CGD ଅନୁମୋଦନ ପ୍ରକ୍ରିୟା...*

*-PNG ସଂଯୋଗକୁ ତ୍ବରାନ୍ବିତ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ*

*-ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପର ଅନୁମୋଦନ ପ୍ରକ୍ରିୟା ସରଳ କରିବାକୁ ନିର୍ଦ୍ଦେଶନାମା*

*-ଭୂତଳ ପାଇପଲାଇନ୍ ବିଛାଇବା ପାଇଁ କୌଣସି ଫି' ଆଦାୟ କରାଯିବନି*

*-ଏଥିସହ ଚାଲୁ ରହିଥିବା କିମ୍ବା ପୂର୍ବ ମଞ୍ଜୁରପ୍ରାପ୍ତ କାର୍ଯ୍ୟ ପାଇଁ ଅନୁମତି ଅନାବଶ୍ୟକ*

*-ଏହାଦ୍ବାରା ପ୍ରଶାସନିକ ବିଳମ୍ବ ଦୂର ହେବ, ପ୍ରକଳ୍ପ କାର୍ଯ୍ୟ ଜାରି ରହିବ*

*-ସିଜିଡି କାମକୁ ବାଧାମୁକ୍ତ କରିବାକୁ ରାସ୍ତା ଖୋଳିବା କଟକଣା ମଧ୍ୟ କୋହଳ*

*-ଏହି ସବୁ ପଦକ୍ଷେପ ଜୁନ୍ ୩୦ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର*

*-ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା*