ମେଲଚ୍ଛାମୁଣ୍ଡା ନିକଟସ୍ତ ମଟିଆ- ମହୁଲ ଗାଁରେ ଲଷ୍ମୀପୂଜା ଅନୁଷ୍ଠିତ l 

ମେଲଚ୍ଛାମୁଣ୍ଡା ନିକଟସ୍ତ ମଟିଆ- ମହୁଲ ଗାଁରେ ଲଷ୍ମୀପୂଜା ଅନୁଷ୍ଠିତ l 

ମେଲଚ୍ଛାମୁଣ୍ଡା ନିକଟସ୍ତ ମଟିଆ- ମହୁଲ ଗାଁରେ ଲଷ୍ମୀପୂଜା ଅନୁଷ୍ଠିତ l 

ପଦ୍ମପୁର -(ବିଶେଷ ଖବର ନ୍ୟୁଜ )ଆଜି ବରଗଡ଼ ଜିଲ୍ଲା ମେଲଚ୍ଛାମୁଣ୍ଡା ଗ୍ରାମପଞ୍ଚାୟତ ନିକଟସ୍ଥ ମଟିଆମହୁଲ ଗ୍ରାମରେ ଲଷ୍ମୀପୂଜା ମହାଡମ୍ବରରେ ପାଳିତ ହୋଇଯାଇଛି l ଇତ୍ୟୁବସରରେ ପଦ୍ମପୁର ବ୍ଲକ ଅଧ୍ୟକ୍ଷ୍ୟ ଶ୍ରୀ ରଣଜିତ ସିଂ ବରିହା, ସମିତି ସଙ୍ଘ ସଭାପତି ଶ୍ରୀ ଠାକୁର ପ୍ରସାଦ ପଣ୍ଡା ଦ୍ବୟ ପୂଜାରେ ଉପସ୍ଥିତ ହୋଇ ମହାଲକ୍ଷ୍ମୀଙ୍କୁ ଭକ୍ତିପୂତ ପୂଜାର୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ l ଉକ୍ତ ଗାଁକୁ ଆସିଥିବା ଦୂରଦୂରାନ୍ତର ଦର୍ଶକ ଓ ଅତିଥି ମାନଙ୍କୁ ଶ୍ରଦ୍ଧାର ସହିତ ସ୍ୱାଗତ ଜଣାଇ ସତ୍କାର କରିଥିଲେ l2025ଚଳିତ ବର୍ଷ ପୂଜା କର୍ତ୍ତା ଭାବେ ଶ୍ରୀ ଦିଲ୍ଲୀପ ସାହୁ ଓ ପତ୍ନୀ ଶ୍ରୀମତୀ ଦୀପା ସାହୁ ସୁଚାରୁ ରୂପେ ପୂଜା କାର୍ଯ୍ୟ ତୁଲାଇ ଥିଲେ l ପୂଜା କମିଟି ସଭାପତି ଶ୍ରୀ ଭୀମସେନ ସାହୁ, ସମ୍ପାଦକ ଶ୍ରୀ କୁମାର ବରିହା, ସଭ୍ୟ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଶ୍ରୀ ସମରୁ ସାହୁ, ଶ୍ରୀ ପ୍ରମୋଦ ସାହୁ, ଶ୍ରୀ ସୌକିଲାଲ ସାହୁ ଉତ୍ସବରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ l ଲୋକଙ୍କ ମନୋରଞ୍ଜନ ସକାଶେ ଅନେକ ଭିନ୍ନ ପ୍ରକାରର ରଖାଯାଇଥିଲା l ଅଞ୍ଚଳର ଲୋକେ ଖୁସିରେ ଉପଭୋଗ କରି ଅନନପ୍ରସନ୍ନରେ ଖୁସିରେ ଯୋଗ ଦେଇ ସମୟ ବିତାଇଥିଲେ l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ  l