ରତ୍ନ ନିଖୋଜ; ଥାନାରେ ଏତଲା

ରତ୍ନ ନିଖୋଜ; ଥାନାରେ ଏତଲା

*-ପୁରୀ: ରତ୍ନ ଭଣ୍ଡାରରୁ ୩ଟି ରତ୍ନ ନ ମିଳିବା ନେଇ ଥାନାରେ ଏତଲା*

*-ସିଂହଦ୍ୱାର ଥାନାରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଏତଲା*

*-୩ଟି ରତ୍ନ ନିଖୋଜ ଥିବା ଜଷ୍ଟିସ୍ ରଥ ମିଡିଆରେ କହିଲା ପରେ ଏତଲା*

*-ନିଖୋଜ ରତ୍ନର ତଦନ୍ତ କରିବା ପାଇଁ ଜଗନ୍ନାଥ ସେନା ପକ୍ଷରୁ ଦାବି*

*-ତଦନ୍ତ ସଠିକ୍‌ ଭାବେ ନହେଲେ ସିବିଆଇର ଦ୍ୱାରସ୍ଥ ହେବାକୁ ଚେତାବନୀ*