ରାହୁଲଙ୍କ ରାସ୍ତାରେ ବିଜେଡି:

ରାହୁଲଙ୍କ ରାସ୍ତାରେ ବିଜେଡି:

ରାହୁଲଙ୍କ ରାସ୍ତାରେ ବିଜେଡି: ଅନୀଲ -ସ୍ନେହାଙ୍ଗିନୀ ଛୁରିଆଙ୍କ ଅଭିଯୋଗକୁ ଖଣ୍ଡନ ସହ ସମାଲୋଚନା କଲା ବିଜେପି* *-ବିଜେଡି ଜନାଦେଶକୁ ଅପମାନିତ କରୁଛି କହିଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ* *-‘ବିଜେଡି ନୂଆପଡ଼ାବାସୀଙ୍କ ଜନାଦେଶ ଓ ଗଣତନ୍ତ୍ରକୁ ଅପମାନିତ କରୁଛି’* *-‘୨୪ ବର୍ଷ ଶାସନରେ ରହିଲେ, ଯାଉ ଯାଉ ଉପନିର୍ବାଚନରେ ୩ୟ ସ୍ଥାନରେ’* *-‘ଏଥିରୁ ପ୍ରମାଣ ହେଉଛି ବିଜେଡି ପ୍ରତି ଲୋକଙ୍କ ଆକ୍ରୋଶ ଭରି ରହିଛି’* *-‘୨୪ ବର୍ଷ ଶାସନ ପରେ ପ୍ରାର୍ଥୀ ପାଇଲେନି, ୧୫୦ କିମି ଦୂରରୁ ପ୍ରାର୍ଥୀ ଆଣିଲେ’* *-ରାହୁଲ ଗାନ୍ଧିଙ୍କ ରାସ୍ତାରେ ଏବେ ବିଜେଡି କହି ତାଚ୍ଛଲ୍ୟ କଲେ ଅନୀଲ* *-‘ହାରିବା ପରେ ରାହୁଲ ଭୋଟ୍ ଚୋରି, EVM, ଇସିଆଇକୁ ଦୋଷ ଦିଅନ୍ତି’* *-ବିଜେଡି ଯଦି ସେହି ରାସ୍ତାରେ ଯାଏ, କଂଗ୍ରେସ ଭଳି ଅବସ୍ଥା ହେବ- ଅନୀଲ*