ସମୂହ_ଛୁଟିରେ_ରେଭେନ୍ସା_ଅଧ୍ୟାପକ
କଟକ: ଆଜି ସମୂହ ଛୁଟିରେ ରେଭେନ୍ସା ବିଶ୍ବବିଦ୍ୟାଳୟର ୮୦ରୁ ଅଧିକ ଅଧ୍ୟାପକ
ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା) ପକ୍ଷରୁ ସମୂହ ପ୍ରତିବାଦ
ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା) ପକ୍ଷରୁ ସମୂହ ପ୍ରତିବାଦ
ରାଜନୈତିକ ଚାପରୁ ରେଭେନ୍ସା କ୍ୟାମ୍ପସ୍କୁ ଦୂରେଇ ରଖିବା ମୁଖ୍ୟ ଦାବି
ରେଭେନ୍ସା କ୍ୟାମ୍ପସ୍ରେ ସମ୍ମାନର ସହ କାର୍ଯ୍ୟ କରିବାକୁ ସୁଯୋଗ ଦେବା ଦାବି
ରେଭେନ୍ସା କର୍ତ୍ତୃପକ୍ଷ ଦାବିକୁ ଅଣଦେଖା କରି ନୀରବ ରହୁଥିବା ଅଭିଯୋଗ


admin 
