ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ୫୨୧ଟି ସହାୟକ ଉପକରଣ ବଣ୍ଟନ କରାଯାଇଛି।
ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ୫୨୧ଟି ସହାୟକ ଉପକରଣ ବଣ୍ଟନ କରାଯାଇଛି। ଏଥିରେ ବ୍ୟାଟେରୀଚାଳିତ ମୋଟର ଗାଡ଼ି, ଟ୍ରାଇ ସାଇକେଲ୍, ହ୍ୱିଲ୍ଚେୟାର୍, ଶ୍ରବଣ ଯନ୍ତ୍ର, ଚାଲିବା ବାଡ଼ି, କମର ବେଲ୍ଟ, ବେକ ବେଲ୍ଟ ସମେତ ବିଭିନ୍ନ ସହାୟକ ଉପକରଣ ପ୍ରଦାନ କରାଯାଇଛି ।
ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ସକ୍ଷମର ଜାତୀୟ ଉପାଧ୍ୟକ୍ଷ ଶ୍ରୀ କମଳାକାନ୍ତ ପାଣ୍ଡେ ଜୀ, ଜାତୀୟ ସାଧାରଣ ସମ୍ପାଦକ ଶ୍ରୀ ଉମେଶ ଆନ୍ଧେରେ ଜୀ, SVNIRTARର ନିର୍ଦ୍ଦେଶକ ଡ଼. ପି. ପି. ମହାନ୍ତି, ସକ୍ଷମ ଓଡ଼ିଶା ପୂର୍ବର ସମ୍ପାଦିକା ଶ୍ରୀମତୀ ମାନସ୍ମିତା ଜେନା ଏବଂ ଖଣ୍ଡପଡ଼ା ବିଡ଼ିଓ ଶ୍ରୀ ଅଙ୍କୁର ଅଭିଳାଷଙ୍କ ଉପସ୍ଥିତି ରହି ଏହିମହତ୍ୱ କାଯ୍ୟ କମ୍ର କରି ଥିଲେ!
ବିଶେଷ ଖବର ନୟାଗଡ଼ ଜିଲ୍ଲା ସ୍ଵନ୍ତ୍ରତ୍ର ପ୍ରତିନିଧି ସପ୍ରିୟା ଦାଶ


admin 
