,,,ସର କାରଙ୍କ ର ବିଭିନ୍ନ ସଂସ୍ଥା ଥିବା ବେଳେ ସେଥି ମଧ୍ୟ ରୁ ଅନ୍ୟ ଏକ ଗୁରୁତ୍ୱ ପୃନ୍ନ ସଂସ୍ଥା ହେଉଛି ହ୍ୱମାନରାଇଟ୍ସ l ସରକାରଙ୍କ ବିଭିନ୍ନ.

,,,ସର କାରଙ୍କ ର ବିଭିନ୍ନ ସଂସ୍ଥା ଥିବା ବେଳେ ସେଥି ମଧ୍ୟ ରୁ ଅନ୍ୟ ଏକ ଗୁରୁତ୍ୱ ପୃନ୍ନ ସଂସ୍ଥା ହେଉଛି ହ୍ୱମାନରାଇଟ୍ସ l ସରକାରଙ୍କ ବିଭିନ୍ନ.

,,,ସର କାରଙ୍କ ର ବିଭିନ୍ନ ସଂସ୍ଥା ଥିବା ବେଳେ ସେଥି ମଧ୍ୟ ରୁ ଅନ୍ୟ ଏକ ଗୁରୁତ୍ୱ ପୃନ୍ନ ସଂସ୍ଥା ହେଉଛି ହ୍ୱମାନରାଇଟ୍ସ l ସରକାରଙ୍କ ବିଭିନ୍ନ ଯୋଜନା ରହିଛି ଠିକ ସମୟରେ ଲୋକଙ୍କ ପାଖରେ ସୁବିଧା ସମୟରେ ପହଁଚି ପାରୁ ନାହିଁ କାହିଁକି ନା ବିଭିନ୍ନ ସହର ଏବଂ ଗ୍ରାମରେ ରାଜ ନୌତିକ ର ଦଲାଲ ସାଜିଥିବା କିଛି କୁଜି ନେତା ମାନେ ସର କାରଙ୍କ ବିଭିନ୍ନ ଯୋଜନାକୁ ନିଜ ସ୍ୱାର୍ଥ ପାଇଁ ମନଇଚ୍ଛା ମନ ମୁତାବକ ଅନ୍ତର ପାନ୍ତର କରି କିଛି ପରି ମାଣ ରେ ଲୋକ ମାନଙ୍କୁ ବିତରଣ କରିବା ସାଙ୍ଗେ ଆଙ୍ଗେ ଆଉ ବଳକା ଯୋଜନାକୁ ନିଜ ସ୍ୱାର୍ଥ ରେ ଲାଗାନ୍ତି ସେଥି ମଧ୍ୟ ରୁ ଯିଏ ଆବଶ୍ୟକ ଅନୁଯାଇ ପାଇବା କଥା ସିଏ ନପାଇ ଅନ୍ୟ ମାନଙ୍କୁ ଦିଆ ଯାଇ ଥାଏ ତେଣୁକରି ଏହି ସବୁ ଦୃରର୍ନତିକୁ ଅବରୋଧ କରିବା ପାଇଁ ସରକାର ଙ୍କର ଏହି ହ୍ବମାନରାଇଟ୍ସ ର ବ୍ୟବସ୍ଥା ରହିଛି l କିନ୍ତୁ ଏବେ ଓଡ଼ିଶାରେ ବିଭିନ୍ନ ସହର ଏବଂ ଗ୍ରାମ ର ବ୍ଲକ ମାଧ୍ୟମ ରେ ଇଣ୍ଟ୍ରନେସନାଲ ହ୍ୱମାନସ ରାଇଟ୍ସ ର ମେମ୍ବର ନୂତନ ସଙ୍ଗ ଠନ କଟକ ଡିସସ୍ଟିକ ରେ ଚୟନ କରା ଯାଇଛି l ଏବଂ ଓଡ଼ିଶାରେ ବିଭିନ୍ନ ଜିଲ୍ଲା ର ଗ୍ରାମ ର ବ୍ଲକ ଓ ବିଭିନ୍ନ ସହର ର ରେ ମୁନିସିପାଲିଟି ରେ କିପରି ସଂଗଠନ କରା ଯିବ ସେଥି ପ୍ରତି ବିଚାର କରା ଯାଇଛି l ସମସ୍ତ ବ୍ଲକ ଏବଂ ମୁନିସିପାଲିଟି ଅଞ୍ଚ ଳ ରେ ଏଣ୍ଟ୍ରନାସନାଲ ହ୍ଵାମାନ୍ସରାଟ ମେମ୍ବର ଏବଂ ପ୍ରେସିଡେଣ୍ଟ ଓ ଶ୍ରେକେଟେରୀ କିପରିଲ ହେବ ତାହା ପ୍ରତି ଆଲୋ ଚନା ମଧ୍ୟ କରା ଯାଇଛି l ଏବଂ ଇଣ୍ଟ୍ରନେସନାଲ ହୁମାନ ରାଇଟ ସଙ୍ଗଠନ ର ମଧ୍ୟ ପୃନ୍ନ ଉଦ୍ଧାର ହୋଇଛି ଯାହା ଫଳରେ କୀ ଓଡ଼ିଶାର ଭବିଭିନ୍ନ ଜିଲ୍ଲାର ମୁଖ୍ୟ କର୍ମ କର୍ତ୍ତା ମାନେ ଆସି ଉପସ୍ଥିତ ହୋଇ ଥିଲେ ଯାହା ଫଳରେ ବିଭିନ୍ନ ଦାୟିତ୍ୱ ମଧ୍ୟ ବଣ୍ଟନ କରା ଯାଇ ଥିଲା l ଏହି ସବୁ ଅପ ବ୍ୟବସ୍ଥା କୁ ସର କାରଙ୍କ ଦ୍ୱାରା ଗଠିତ ହୋଇ ଥିବା ସଙ୍ଗଠନ କୁ ଲୋକଙ୍କ ର ଅସୁ ବିଧା ହେବେ ନାହିଁ କୀ ନିରର୍ଜ୍ୟାତିତ ହେବେ ନାହିଁ ସେ ସବୁକୁ ନଜର ରେ ରଖି ଏପରି ଏକ ସଂସ୍ଥା ରହିଛି ତାହା ହେଲା ହୁମାନ ରାଇଟ ତେଣୁକରି ଏହି ସଂସ୍ଥା କୁ ପରି ଚାଳନା କରିବାକୁ ଯାଇ ଏକ ସଙ୍ଗଠିତ କରା ଗଲା କାରଣ ଅତି ଦୁଃଖ ଦୃଦଶା ରେ ରହୁ ଥିବା ଲୋକଙ୍କ ପାଖରେ ଠିକ ସମୟରେ ଠିକ ଯୋଜନା ପହଁଚିଵ ସେଥି ପ୍ରତି ଧ୍ୟାନ ଦିଆ ଯିବ ସେଥି ପାଇଁ ସରକାର ଏହି ଦୀପାଣ୍ଟ ମେଣ୍ଟ ସଂସ୍ଥା ସାହାଯ୍ୟରେ କିପରି ଲୋକଙ୍କ ପାଖରେ ପହଂଚିବ ତାହା ଆଜି କଟକ ଡିଷ୍ଟିକ ରେ ନୂତନ ଗ୍ରୁପ ଚୟନ କରା ଯାଇଛି l ସଭା ରେ କାର୍ଯ୍ୟ କରି ଥିଲେ ଆନ୍ଧ୍ର ରୁ ଆସିଥିବା ନେସନାଲ ହ୍ୱମାନ ରାଇଟ୍ସ ର ପ୍ରମୁଖ ବୋମାଲୀ କାନ୍ତା ରାଓ, ବାଙ୍ଗଲୋର ରୁ ଆସିଥିବା ଭରତଚନ୍ଦ୍ର ଲେଙ୍କା ଏବଂ କଟକ ଡିଷ୍ଟିକ ରେ ପରି ଚାଳନା କରୁ ଥିବା ବ୍ୟକ୍ତି ବିଶେଷ ପ୍ରଦୀପ ରାଜ, ସୁଜାତା ଗୋସ୍ୱମୀ, ତାପସ ସାମଲ, ମନ୍ଦାକିନୀ ନାୟକ ପ୍ରମୁଖ ଏବଂ ବିଭିନ୍ନ ଜିଲ୍ଲା ଓ ଗ୍ରାମାଞ୍ଚଳ ରୁ ଆସି ଥିବା ମହିଳା ପୁରୁଷ ମେମ୍ବର ମାନେ l କଟକ ରୁ,,,,,,,,,