୩_କୋଟିର_ମାରିଜୁଆନା_ଜବତ.

୩_କୋଟିର_ମାରିଜୁଆନା_ଜବତ.

୩_କୋଟିର_ମାରିଜୁଆନା_ଜବତ* -ପୁଣି ଭୁବନେଶ୍ବର ବିମାନ ବନ୍ଦରରୁ ଜବତ ହେଲା ମାରିଜୁଆନା -୩ କୋଟି ଟଙ୍କାର ମାରିଜୁଆନା ଜବତ କଲା କଷ୍ଟମ ବିଭାଗ -୩ କେଜି ୨୦୦ ଗ୍ରାମ ମାରିଜୁଆନା ସହ କେରଳର ଯୁବକ ଗିରଫ -ବ୍ୟାଂକକ୍‌ରୁ ଭୁବନେଶ୍ବର ଆସୁଥିଲା ମାରିଜୁଆନା