୯ଟି_ନୂଆ_ମେଡିକାଲ୍_କଲେଜ୍_ହେବ .

୯ଟି_ନୂଆ_ମେଡିକାଲ୍_କଲେଜ୍_ହେବ .

୯ଟି_ନୂଆ_ମେଡିକାଲ୍_କଲେଜ୍_ହେବ .
-ରାଜ୍ୟରେ ପ୍ରତିଷ୍ଠା ହେବ ୯ଟି ନୂଆ ମେଡିକାଲ୍ କଲେଜ୍
-ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
-'ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ MBBS କଲେଜ୍ ହେବ'
-'ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର, ବଲାଙ୍ଗିରରେ ୪ଟି ଡେଣ୍ଟାଲ୍ କଲେଜ୍ ହେବ'
'-ମୟୂରଭଞ୍ଜରେ ଗୋଟିଏ ଆୟୁର୍ବେଦ କଲେଜ୍ କରାଯିବ'
-ଏନେଇ ବଜେଟ୍ ଅନୁମୋଦନ ମିଳିଛି