ଓଡ଼ିଶା କର୍ମ ଜୀବି ସାମ୍ବାଦିକ ସଂଘ ବିଷମ କଟକ ବ୍ଲକ ର ସଭ୍ୟ ଅରୁଣ କୁମାର ଭିମସିଙ୍ଗ ଙ୍କ ଆଜି ସନ୍ଧ୍ୟା ୭ ଘଣ୍ଟା ସମୟରେ ବିଷମ କଟକ ମେଡିକାଲ ରେ ହୃଦଘାତରେ ଦେହାନ୍ତ ହୋଇଛି.
ଓଡ଼ିଶା କର୍ମ ଜୀବି ସାମ୍ବାଦିକ ସଂଘ ବିଷମ କଟକ ବ୍ଲକ ର ସଭ୍ୟ ଅରୁଣ କୁମାର ଭିମସିଙ୍ଗ ଙ୍କ ଆଜି ସନ୍ଧ୍ୟା ୭ ଘଣ୍ଟା ସମୟରେ ବିଷମ କଟକ ମେଡିକାଲ ରେ ହୃଦଘାତରେ ଦେହାନ୍ତ ହୋଇଛି , ଏଣୁ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ସଂଲଗ୍ନ ଭାରତୀୟ ସାମ୍ବାଦିକ ସଂଘ ରାୟଗଡ଼ ସାଖା ପରିବାର ପକ୍ଷରୁ ମର୍ମାହତ, ସ୍ବର୍ଗତ ଅରୁଣ କୁମାର ଭିମସିଙ୍ଗ ଙ୍କ ଅମର ଆତ୍ମାର ସଦ ଗତି କାମନା କରି ବା ସହ ସକାକୁଳ ପରିବାର ସମବେଦନା ଜଣାଉଛୁ,। ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି ????????????



