ପାନୀୟ ଜଳର ସଦଉପଯୋଗ ନାହିଁ l

ପାନୀୟ ଜଳର ସଦଉପଯୋଗ ନାହିଁ l

ପାନୀୟ ଜଳର ସଦଉପଯୋଗ ନାହିଁ l ବର୍ତ୍ତମାନ ଗାଁରେ ପିଇବାକୁ ପାଣି ନାହିଁ, କିନ୍ତୁ ଟାଙ୍କିରୁ ମୁଖ୍ୟଶ୍ରୋତରୁ ପାଣି ନର୍ଦମାରେ ଗଲେବି କାହାର ଚିନ୍ତା ନାହିଁ l ଟାଙ୍କି ମୁଖ୍ୟ ସ୍ରୋତାରୁ ଅପବ୍ୟୟ ହେଉଛି ଗାଁ ର ପିଇବା ପାଣି l ଘଟଣାଟି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଗାଇସିଲଟ ଠାରେ ଘଟିଛି l ସେହି ବାଟଦେଇ ଯାଉଛନ୍ତି ସରପଞ୍ଚ ଓ ଅନେକ ରାଜନୈତିକ ଅଧିକାରୀ ସହିତ ପଶାସନିକ ଅଧିକାରୀ l ତେବେ ଜଣେ ସମାଜ ସେବି ନାଁ ଟି ପପିନ ପଧାନ ଏଥିପ୍ରତି କଣ ପତିକ୍ରିୟା ରଖିଛନ୍ତି ଆସନ୍ତୁ ପଚାରୀ ଜାଣିବା........ l ଗାଇସିଲେଟରୁ ଫକୀର ଦୀପଙ୍କ ରିପୋର୍ଟ l