ଜିଲ୍ଲାସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ରେ ସାମ୍ବାଦିକ ମାନଙ୍କୁ ଅସମାନ୍ୟତା .

ଜିଲ୍ଲାସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ରେ ସାମ୍ବାଦିକ ମାନଙ୍କୁ ଅସମାନ୍ୟତା
Slog ରାୟଗଡା ଜିଲ୍ଲା ବିଷମକଟକ ଠାରେ ଜିଲ୍ଲାସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ୨୦୨୪-୨୫ବର୍ଷ ପାଇଁ ବିଷମକଟକ ଡା ଇ ଟ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ସାମ୍ବାଦିକ ଭାଇମାନଙ୍କୁ ଅସମାନ୍ୟତା କରାଜାଇଛି କାରଣ ବିନା ନିମତ୍ରଣରେ କୋଣସି ଖବର ପ୍ରସାରଣ କରାଜାଏ ନାହିଁ ବିଷମକଟକ ଡା ଇ ଟ୍ ଅଧ୍ଯକ୍ଷ ଚାଜ୍ ରେ ଥିବା ଜଗନ୍ନାଥ ମେହେର କୋଣସି ସମ୍ବାଦିକ ମାନଙ୍କୁ ସୂଚନା ଦେଇନଥିବାବେଳେ ଡା ଇ ଟ୍ ବହୁତ୍ ଦୁନିତି ଚାଲିଥିବାଜୋଗୁ କୋଣସି ସାମ୍ବାଦିକ ମାକଙ୍କୁ ଖବର ଦିଆଯାଉନାହିଁ ଡା ଇ ଟ୍ ବଡ ବଡ କାଜ୍ୟକ୍ରମ ହେଉଥିଲେ ବି କୋଣସି ସୁଚନା ମିଳୁନାହିଁ ଡା ଇ ଟ୍ କଣ ଚାଲିଛି କଣ ନାହିଁ ତେଣୁ ଏହି ଦୁନିତି କୁ ନେଇ ଲୋକମାନକ ମଧ୍ଯ ରେ ଅସନ୍ତୁଷ୍ଠ ଦେଖୀବବାକୁ ମିଳିଛି .