ଆଜି_ସନ୍ଧ୍ୟାରେ_ସିସିଏସ୍_ବୈଠକ .
ଆଜି_ସନ୍ଧ୍ୟାରେ_ସିସିଏସ୍_ବୈଠକ -ପହଲଗାମ୍ ହମ୍ଲା; ସନ୍ଧ୍ୟା ୬ଟାରେ ବସିବ ସିସିଏସ୍ ବୈଠକ -ପ୍ରଧାନମନ୍ତ୍ରୀଙ୍କ ବାସଭନବରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ -ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ ବୈଠକ ଡକାଇଛନ୍ତି ପିଏମ୍ -ହମ୍ଲା ବିରୋଧରେ ନିଆଯାଇପାରେ କଠୋର ପଦକ୍ଷେପ
