ପାଣ୍ଡିଆନଙ୍କ_ପାଇଁ_ଓକିଲାତି_କଲେ_ନବୀନ.

ପାଣ୍ଡିଆନଙ୍କ_ପାଇଁ_ଓକିଲାତି_କଲେ_ନବୀନ.

*ପାଣ୍ଡିଆନଙ୍କ_ପାଇଁ_ଓକିଲାତି_କଲେ_ନବୀନ* *-ପୁଣି ଥରେ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଲେ ନବୀନ* *-ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରତିକ୍ରିୟା* *-‘ପାଣ୍ଡିଆନ କେବଳ ରାଜ୍ୟ ପାଇଁ ନୁହେଁ ଦଳ ପାଇଁ ବି ବହୁତ କାମ କରିଛନ୍ତି’* *-ତାଙ୍କୁ କୌଣସି ପ୍ରକାର ବଦନାମ କରାଯିବା ଉଚିତ ନୁହେଁ- ନବୀନ* *-ଏହା ସହ ସେ ପ୍ରାୟ ୧୦ ମାସ ତଳୁ ପାର୍ଟି ଛାଡ଼ି ସାରିଛନ୍ତି- ନବୀନ* *-ସେ ଦଳର କୌଣସି କାର୍ଯ୍ୟରେ ସାମିଲ ହେଉନାହାନ୍ତି- ନବୀନ*.