- ବିଏମସି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ରେଡ୍

- ବିଏମସି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ରେଡ୍
- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ
- ଏକକାଳୀନ ୪ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ
- ଭୁବନେଶ୍ୱରର ବରଗଡ଼ ବ୍ରିଟ କଲୋନୀ ବାସଭବନ ସମେତ ଭୁବନେଶ୍ୱର, ଖୋର୍ଦ୍ଧା ଓ ରାୟଗଡ଼ାରେ ଚଢ଼ାଉ ଜାରି
- ଭିଜିଲାନ୍ସର ୨ ଜଣ ଏସପିଙ୍କ ସମେତ ୮ ରୁ ୧୦ ଅଧିକାରୀ ଚଢ଼ାଉ ସାମିଲ
- ଭୁବନେଶ୍ୱରରୁ ରିପୋର୍ଟ
- ରିପୋର୍ଟର : ରଶ୍ମିରଂଜନ ମିଶ୍ର
#- Avnews24#