ଜିଲ୍ଲା କଂଗ୍ରେସ କମିଟି ଅଧ୍ୟକ୍ଷ ଙ୍କ ପ୍ରେସ ବାର୍ତ୍ତା 

ଜିଲ୍ଲା କଂଗ୍ରେସ କମିଟି ଅଧ୍ୟକ୍ଷ ଙ୍କ ପ୍ରେସ ବାର୍ତ୍ତା 

ଜିଲ୍ଲା କଂଗ୍ରେସ କମିଟି ଅଧ୍ୟକ୍ଷ ଙ୍କ ପ୍ରେସ ବାର୍ତ୍ତା 


ନୟାଗଡ (ତା ୧୦-୧0-୨0୨୫) ନୟାଗଡ ଜିଲ୍ଲା କଂଗ୍ରେସ କମିଟି,ଅଧ୍ୟକ୍ଷ  ରଣଜିତ ଦାଶ ଙ୍କ ତତ୍ୱାବଧାନରେ “ଭୋଟ ଚୋରି ଦସ୍ତଖତ ଅଭିଯାନ” ର ସମୀକ୍ଷା ଓ ସମନ୍ୱୟ ପାଇଁ ଏକ ପର୍ଯ୍ୟବେକ୍ଷକ ଦଳ ପର୍ଯ୍ୟବେକ୍ଷକ ଗଠିତ କରାଯାଇଛି ।

ନିମ୍ନଲିଖିତ ଜିଲ୍ଲାର ୪ଟି ବିଧାନସଭା ମଣ୍ଡଳୀ ପାଇଁ ନିଜ ନିଜ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ କଂଗ୍ରେସ ନେତାମାନେ ନିଯୁକ୍ତ ହୋଇଛନ୍ତି l

କ୍ରମ ସଂଖ୍ୟା    ବିଧାନସଭା ମଣ୍ଡଳୀ    ପର୍ଯ୍ୟବେକ୍ଷକଙ୍କ ନାମ    ଯୋଗାଯୋଗ ସଂଖ୍ୟା

୧୧୨୨ – ନୟାଗଡ଼     ଦେବାଶିଷ ମହାପାତ୍ର    +୯୧୯୧୧୪୩୪୦୫୫୨ 
୨୧୧୯– ରଣପୁର     ଲକ୍ଷ୍ମୀଧର ତ୍ରିପାଠୀ    +୯୧୯୯୩୭୨୬୪୮୪୫
୩୧୨0– ଖଣ୍ଡପଡା     ସୁକାନ୍ତ କୁମାର ଶତପଥୀ +୯୯୩୮୧୫୯0୧୩
୪୧୨୧– ଦଶପଲ୍ଲା     ବିଭୁ ପ୍ରସାଦ ମିଶ୍ର    +୭୮୭୩୯୦୭୨୨୨

ଏହି ବରିଷ୍ଠ ନେତାମାନେ ନିଜ ନିଜ ମଣ୍ଡଳୀରେ ନିଷ୍ଠାପୂର୍ଣ୍ଣ ଭାବେ ଦାୟିତ୍ୱ ପାଳନ କରି ଅଭିଯାନର ସଫଳ ନିଷ୍ପାଦlନ କରିବେ ବୋଲି ଜିଲ୍ଲା କଂଗ୍ରେସ କମିଟି ଅଧ୍ୟକ୍ଷ ରଣଜିତ ଦାସ ଙ୍କତରଫରୁ ଅନୁରୋଧ କରାଯାଇଛି 

ନୟାଗଡ ରୁ ଜିଲ୍ଲା ପ୍ରତିନିଧି ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର