ସମସ୍ତ ସରକାରୀ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚାଉଳର ଜିଲ୍ଲା ଡିଲର ଶ୍ରୀ ତପନ ସେଠି ତୃତୀୟତ୍ରୟ ମାସିକ ଆଲଟମେଣ୍ଟ ମୁଖ୍ୟମନ୍ତ୍ରୀ ପୋଷଣ I
ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ବାଲେଶ୍ୱର ଜିଲ୍ଲାର ସମସ୍ତ ସରକାରୀ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚାଉଳର ଜିଲ୍ଲା ଡିଲର ଶ୍ରୀ ତପନ ସେଠି ତୃତୀୟତ୍ରୟ ମାସିକ ଆଲଟମେଣ୍ଟ ମୁଖ୍ୟମନ୍ତ୍ରୀ ପୋଷଣ 7,470 କ୍ଯୁଇଣ୍ଟାଲ, ପ୍ରଧାନମନ୍ତ୍ରୀ ପୋଷଣ 10,545 କ୍ଯୁଇଣ୍ଟାଲ, ଓ ଅପର ପ୍ରାଏ ମେରୀ ନିମିତ୍ତ 8,452.40 କ୍ଯୁଇଣ୍ଟାଲ ଚାଉଳ ଉଠାଯାଇଅଛି FCI ରୁ ଓ ବାଲେଶ୍ୱର FCI ରୁ ଚାଉଳ ଲୋଡ଼ ହେବା ପରେଜିଲ୍ଲା ର ବାର ଗୋଟି ବ୍ଲକ କୁ ଯୋଗାଇବା ନିମିତ୍ତ ସରକାରୀ ନିୟମ କୁ ଖୋଲା ଖୋଲି ଉଲଗ୍ନ ହେଉଛି, ଗତ କ୍ୱା ଟର ରେ ଖଇରା ବ୍ଲକରେ ଅନିୟମିତତା ଦେଖିବାକୁ ମିଳିଥିଲା, ସବୁ ବିଦ୍ୟାଳୟ ଗୁଡିକରେ ବିତରଣ କରି ଗାଡି ପେରିଯିବ,ଓ ପ୍ରାଧନ ଶିକ୍ଷକ ଙ୍କ ଠାରୁ ରିସିଭିଙ୍ଗି ନେଇ ଫେରିଯିବ. ଶ୍ରୀ ତପନ ସେଠି ପ୍ରତେକ ବ୍ଲକ ରେ ଜଣେ କରି ନିଜ ତରଫରୁ ବେଆଇନ ଭାବେ ଵ୍ୟକ୍ତି ନିଯୁକ୍ତି କରୀଛନ୍ତି, ଖଇରା ବ୍ଲକ ରେ ରାଜ୍ୟ ରାଜପଥ ରାସ୍ତା କଡ଼ରେ ବଟେଶ୍ୱର ରେ ସରକାରୀ ମାଧ୍ୟାନ୍ନ ଭୋଜନ ଚାଉଳ ଶହ ଶହ ଟ୍ରିପ ଗଛିତ ରଖା ଯାଇଥିଲା ଖଇରା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଁ ଘଟଣା ସ୍ଥଳରେ ବ୍ୟବହାର ହୋଇଥିବା ଗାଡିକୁ ଜବତ କରଥିଲା ଓ ତଦନ୍ତ ଭାର ନେଇଥିଲା, କାହାର ଚାପ ରେ ଗାଡି କୁ ଛଡ଼ା ଗଲା ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି, ଖଇରା ବ୍ଲକ ର ଅତିରିକ୍ତ ଦାଇତ୍ୱ ରେ ଥିବା ବିଇଓ ଙ୍କୁ ଯୋଗଯୋଗ କଲା ପରେ କହିଲେକି ମୁଁ ଜାଣି ନାହିଁ, ରଖିବା ବେଆଇନ, ତଦନ୍ତ ଚାଲିଛି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,ଡିଇଓ ଙ୍କୁ ଯୋଗଯୋଗ କଲାପରେ କହିଲେ କି ଜିଲ୍ଲାପାଳ ତଦନ୍ତ ନିର୍ଦ୍ଧେଶ ଦେଇଛନ୍ତି, ଜିଲ୍ଲାପାଳ ଙ୍କୁ ଯୋଗାଯୋଗ କଲାପରେ କହିଲେକି ମୁଁ ତଦନ୍ତ ନିର୍ଦ୍ଧେଶ ଦେଇଛିବୋଲି କହିଥିଲେ, ଏହି ବଡ ଦୁର୍ନୀତି ରେ କିଏ ରହିଛି ମୁଖ୍ୟ ଆସାମୀ, କାହାର ନିର୍ଦ୍ଧେଶ ରେ ଚାଲିଛି କଳାବଜାରୀ, ବାର ଗୋଟି ବ୍ଲକ ରେ ଚାଲିଛି ଏପରି ଚାଉଳ ଯୋଗାଣ, ଖଇରା ବ୍ଲକ ର ମଧ୍ୟାନ୍ନ ଭୋଜନ ଚାଉଳ ର ଡିଲ କରୁଥିବା ,ବଡ଼ ଅସାଧୁ ମେଣ୍ଟ ଚାଲିଛି ବାଲେଶ୍ୱର ଜିଲାର, ଏଥିରେ ରାଜନେତା, ଦଲାଲ, ସରକାରୀ ଅଧିକାରୀ ଡିଲର, ପ୍ରଶାସନ, ଖବରଦାତା ଙ୍କ ମେଳି ଚାଲିଛି, ପୋଲିସ ସଠିକ ତଦନ୍ତ କୁ ଅପକ୍ଷା ଓ ଅନ୍ୟ ପକ୍ଷରେ ଏହି ଘଟଣା ର ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦାବୀ ହେଉଛି,



