ଚାନ୍ଦବାଲି ବିଧାୟକଙ୍କୁ କଳା କପଡା ଦେଖେଇ ବିରୋଧ

ଚାନ୍ଦବାଲି ବିଧାୟକଙ୍କୁ କଳା କପଡା ଦେଖେଇ ବିରୋଧ

ଘଟପୁର ଗ୍ରାମ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟ କର୍ମ ଚାଲିଥିଲା ଏଥିରେ ବହୁ ସଂଖ୍ୟା ଲୋକ ଯୋଗା ଦେଇ ଥିଲେ ଘଟପୁର ଗ୍ରାମ ରେ ବିଧାୟକ ଙ୍କ ଶଶୁର ଘର କିନ୍ତୁ ବାଟରେ ଗଲା ବେଳେ କିଛି ବିରୋଧୀ ବାଲା କଳା ଗାମୁଛା ଦେଖୋଇ ଥିଲେ