ଭୁବନେଶ୍ଵର ସାଲିଆ ସାହି ଠାରେ ସ୍ମାର୍ଟ୍ ଭାଲୁ ପକ୍ଷରୁ ଖାଦ୍ୟ ବଣ୍ଟନ
Bhubaneswar
ଭୁବନେଶ୍ଵର ସାଲିଆ ସାହି ଠାରେ ସ୍ମାର୍ଟ୍ ଭାଲୁ ପକ୍ଷରୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ସାରା ରାଜ୍ୟରେ ସମସ୍ତେ ସ୍ୱାକ୍ଷର ଓ ରୋଜଗାର ହେବା ସହ ସମସ୍ତଙ୍କୁ ସ୍ବାବଲମ୍ବୀ କରିବା ସ୍ମାର୍ଟ ଭାଲୁର ମୂଖ୍ୟ ଉଦ୍ଦେଶ୍ୟ ସାଲିଆ ସାହି ଠାରେ ଏକ ନିରାଡମ୍ୱର କାର୍ଯ୍ଯକ୍ରମ ରେ ନିକଟସ୍ଥ ଥାନା ଅଧିକାରୀ ଫିତା କାଟି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ସ୍ମାର୍ଟ ଭାଲୁ ର ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବା ସହିତ ସାଲିଆ ସାହି ୨୧ ନମ୍ୱର୍ ୱାର୍ଡ଼ର କର୍ପୋରେଟର ପୂଜା ବେହେରା ଏହି କାର୍ଯ୍ୟ କ୍ରମରେ ସାମିଲ୍ ହୋଇ ସ୍ମାର୍ଟ ଭାଲୁର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଧନ୍ୟବାଦ୍ ଦେବା ସହିତ ସାଲିଆ ସାହି ବାସିନ୍ଦାଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ ଆଗକୁ ଏଭଳି କାର୍ଯ୍ୟ ଯାରି ରହିବ ବୋଲି ଉକ୍ତ ସଂସ୍ଥା ପକ୍ଷରୁ କୁହାଯାଇଥିଲା



