AI ବାଘ ଭାଇରାଲ କରି ବନ୍ଧା ହେଲେ ଯୁବକ

AI ବାଘ ଭାଇରାଲ କରି ବନ୍ଧା ହେଲେ ଯୁବକ

AI ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ।ସୋସିଆଲ ମିଡିଆ ରେ AI ଫଟୋ ପୋଷ୍ଟ କରି ବନ୍ଧାହେଲା ଯୁବକ। ବଡ଼ଚଣା ବ୍ଲକ ସାଉଡିଆ ପଞ୍ଚାୟତ ତାଳୁଆ ଗ୍ରାମର ଆଖୁ ବିଲରେ ବାଘ ଆତଙ୍କ ଘଟଣା। AI ମାଧ୍ୟମରେ ସୋସିଆଲ ମିଡିଆରେ ସମସ୍ତଙ୍କୁ ବୋକା ବନାଇ ଭୟଭୀତ କରୁଥିଲା, ଶେଷରେ ବନ୍ଧାହେଲା।