ପଟ୍ଟାମୁଣ୍ଡାଇ ବ୍ଲକ ର ବାଲୁରିଆ ଲକ୍ଷ୍ମୀ ନାରାୟଣ ଟ୍ରଷ୍ଟ ର ବାର୍ଷିକ ଉତ୍ସବ ମହାଆଡମ୍ବର ରେ ପାଲିତ

ପଟ୍ଟାମୁଣ୍ଡାଇ ବ୍ଲକ ର ବାଲୁରିଆ ଲକ୍ଷ୍ମୀ ନାରାୟଣ ଟ୍ରଷ୍ଟ ର ବାର୍ଷିକ ଉତ୍ସବ ମହାଆଡମ୍ବର ରେ ପାଲିତ

କେନ୍ଦ୍ରାପଡ଼ା ର ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ବଳୁରିଆର ବହୁ ପୁରାତନ ଅନୁଷ୍ଠାନ ଲକ୍ଷ୍ମୀ ନାରାୟଣ ଟ୍ରଷ୍ଟ ଆନୁକୂଲୟରେ ପ୍ରତି ବର୍ଷ ଭଳି ଏ ବର୍ଷ ୫ଦିନ ବ୍ୟାପୀ ଲକ୍ଷ୍ମୀ ନାରାୟଣ ପୂଜା ପାଲିତ ହେଇଯାଇଛି ଏହି ଅବସରରେ ଅନୁଷ୍ଠାନର ଟ୍ରଷ୍ଟି ତଥା ଓଡ଼ିଶା ଜଣେ ବିଶିଷ୍ଟ ସମଜ ସେବୀ ଖଗେଶ୍ବର ଖଣ୍ଡାୟତ ରାୟ ଙ୍କ ପ୍ରତେଖ ତତୁlବଧନ ରେ ବିଭିନ୍ନ ସଂlସ୍କୃତିକ କାର୍ଯ୍ୟ କର୍ମ ପ୍ରତିଦିନଓ ୨ବେଳl ୩୦୦୦ହଜାର ଲୋକଙ୍କ ପ୍ରାସାଦ ସେବନ ଓ ଶେଷ ଦିନ ୫୦୦୦ ରୁ ଉର୍ଦ୍ଧ ଭକ୍ତ ମାନଙ୍କ ପାଇଁ ପ୍ରାସାଦ ସେବନ କରାଯାଇ ଥିଲା ମିନା ବଜାର ରେ ବିଭିନ୍ନ ଷ୍ଟଲ୍ କାର୍ଯ୍ୟ କର୍ମକୁ ଦିଗୁନିତ କରିଥିଲା , ଶେଷର ଟ୍ରଷ୍ଟି ଖଗେଶ୍ବର ଖଣ୍ଡାୟତ ରାୟ ଙ୍କ ସଭାପତି ରେ ପ୍ରତିଭା ସମ୍ମାନ ଉତ୍ସବ ରେ ଓଡ଼ିଶା ସୋସିଆଲ ଅଡିଟ ୟୁନିଟ ର ରାଜ୍ୟ ସଂପାଦକ ତଥା ସଭାପତି ଧୁବ ଅନ୍ନପୂର୍ଣ୍ଣା ସେବା ଓ କଳା ପରିଷଦ ର ସଭାପତି, ସମାଜ ସେବୀ ନଳିନୀ କାନ୍ତ ସ୍ୱାଇଁ, ଅମୂତମନୋହି ପଞ୍ଚାୟତ ର ପ୍ରାକ୍ତନ ସରପଞ୍ଚ ତଥା ଧ୍ରୁବ ଅନ୍ନପୂର୍ଣ୍ଣା ସେବା ଓ କଳା ପରିଷଦର ଧୋୟl ସଂଯୋଜକ ସମାଜ ସେବୀ କୁଳମଣି ମଲ୍ଲିକ ଯୁବ ସାମ୍ବାଦିକ ସୁକୁମାର ବାବୁ ସମାଜ ସେବୀ ପ୍ରିୟ ରଞ୍ଜନ ରାଉତ ସୌରେନ୍ଦ୍ର ରାଉତ ଅଶିନି ରାଉତ ଅନିୟ ରାଉତ ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା 

କାର୍ଯ କର୍ମକୁ ଯୁବ ସମାଜ ସେବୀ ପିଉସୁ ରାଉତ ରlୟ ନେତୁତରେ ଯୁବ ସମାଜ ସେବୀ ଯ୍ୟାନ ରଞ୍ଜନ ରାଉତ ଶଙ୍କର ସନ୍ ରାଉତ ସମେତ ଅନୁଷ୍ଠାନ ବହୁ ଯୁବକ ମହିଳା ମୂରବୀ ମାନଙ୍କ ସହଯୋଗରେ ପରିଚାଳନା କରାଯାଇ ଥିଲା 

ଶେଷର ପ୍ରୀୟରଞ୍ଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ