CMC ଏସଓପିକୁ ଚିରିଦେଲେ ସୋଫିଆ...

CMC ଏସଓପିକୁ ଚିରିଦେଲେ ସୋଫିଆ...

*-CMC ଫୁଡ୍ କୋର୍ଟ ଆବଣ୍ଟନକୁ ନେଇ ରାଗିଲେ ବିଧାୟିକା ସୋଫିଆ*

*-ପ୍ରେସମିଟ୍‌ରେ CMC ଦ୍ୱାରା ପ୍ରସ୍ତୁତ ଏସଓପିକୁ ଚିରିଦେଲେ*

*-ବାରବାଟୀ ନିକଟ ଫୁଡ୍‌କୋର୍ଟ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ କଲେ*

*-ସିଧାସଳଖ ମେୟର ସୁବାସ ସିଂଙ୍କୁ ଟାର୍ଗେଟ କଲେ ସୋଫିଆ*

*-ମେୟର ନିଜ ଲୋକଙ୍କୁ ଦୋକାନ ଘର ଆବଣ୍ଟନ କରିଥିବା ଅଭିଯୋଗ*

*-ସହରର ଉନ୍ନତିମୂଳକ କାମରେ ସୋଫିଆ ବାଧା ସୃଷ୍ଟି କରୁଥିବା କହିଲେ ମେୟର*