*OERCରୁ ହଟିଲେ ପ୍ରଦୀପ ଜେନା...*

*OERCରୁ ହଟିଲେ ପ୍ରଦୀପ ଜେନା...*

*-OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ ଜେନା*

*-ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଲେ*

*-ଇସ୍ତଫା ଗୃହିତ ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି*