*LPG ଓ PNG ସେବା ଯୋଗାଣ ନିୟମ କୋହଳ...*

*LPG ଓ PNG ସେବା ଯୋଗାଣ ନିୟମ କୋହଳ...*

*-LPG ଓ PNG ସେବା ଯୋଗାଣ ନେଇ ନିୟମ କୋହଳ କଲେ ସରକାର*

*-ଜଣେ LPG ଉପଭୋକ୍ତା PNG ସଂଯୋଗ ପାଇଁ ୩୦ ଦିନ ମହଲତ ପାଇବ*

*-ସେହିପରି PNGରୁ LPGକୁ ପରିବର୍ତ୍ତନ ପାଇଁ ମଧ୍ୟ ୩୦ ଦିନ ମିଳିବ*

*-PNG ସଂଯୋଗ ନ ଥିବା ଅଞ୍ଚଳକୁ ଗଲେ ସମସ୍ୟା ହେଉଥିବାରୁ ନିୟମ କୋହଳ*

*-ବିଶେଷକରି ଭଡ଼ାଟିଆ, ଶ୍ରମିକ, ଶିକ୍ଷାର୍ଥୀ, ବଦଳି କର୍ମଚାରୀ ଉପକୃତ ହେବେ*