ଏଣିକି_ପିଲାଙ୍କୁ_ପୁଷ୍ଟିକର_ଲଡୁ_ସହ_ଅଣ୍ଡା .

ଏଣିକି_ପିଲାଙ୍କୁ_ପୁଷ୍ଟିକର_ଲଡୁ_ସହ_ଅଣ୍ଡା .

ଏଣିକି_ପିଲାଙ୍କୁ_ପୁଷ୍ଟିକର_ଲଡୁ_ସହ_ଅଣ୍ଡା
-ଏଣିକି ପିଲାଙ୍କୁ ସ୍କୁଲରେ ୩ଟି ପୁଷ୍ଟିକର ଲଡୁ ସହ ଏକ ଅତିରିକ୍ତ ଅଣ୍ଡା ମିଳିବ
-କାଲିର ନିର୍ଦ୍ଦେଶନାମାରେ ପରିବର୍ତ୍ତନ ନେଇ ଗଣଶିକ୍ଷା ବିଭାଗର ସୂଚନା
-ସୋମବାର, ବୁଧବାର, ଶୁକ୍ରବାର ପିଲାଙ୍କୁ ଅଣ୍ଡା ଦିଆଯିବ
-ମଙ୍ଗଳବାର, ଗୁରୁବାର, ଶନିବାର ପୋଷଣଯୁକ୍ତ ଲଡୁ ମିଳିବ
-ଶିଶୁବାଟିକାଠୁ ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ଏହା ମିଳିବ
-ପିଏମ୍ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅନୁସାରେ ମିଳିବ .