କାମାକ୍ଷା_ଏକ୍ସପ୍ରେସ_ଲାଇନ୍ଚ୍ୟୁତ .

କାମାକ୍ଷା_ଏକ୍ସପ୍ରେସ_ଲାଇନ୍ଚ୍ୟୁତ .
.ଚୌଦ୍ବାରା ନିର୍ଗୁଣ୍ଡି ନିକଟରେ ଟ୍ରେନ୍ ଦୁର୍ଘଟଣା । ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନ୍ଚ୍ୟୁତ । ଜଣେ ଯାତ୍ରୀ ମୃତ ହୋଇଥିବା ସୂଚନା ।
ଚୌଦ୍ବାର: ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ
କାମାକ୍ଷା ଏକ୍ସପ୍ରେସର 11 ବଗି ଲାଇନ୍ଚ୍ୟୁତ
ମିଳୁନି_ପାଣି_ଯାତ୍ରୀ_ହନ୍ତସନ୍ତ
କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ହେବାରୁ ଯାତ୍ରୀ ହନ୍ତସନ୍ତ
ପ୍ରବଳ ଖରା ହେଉଥିବାରୁ ଯାତ୍ରୀମାନେ ହନ୍ତସନ୍ତ
ବିକଳ୍ପ ବ୍ୟବସ୍ଥାକୁ ଅପେକ୍ଷା କରିଛନ୍ତି ଯାତ୍ରୀ .
ପିଇବା ପାଣି ମିଳୁ ନଥିବା ଯାତ୍ରୀଙ୍କ ଅଭିଯୋଗ .
, କିଛି ଯାତ୍ରୀ ଆହତ .
ଷ୍ଟ୍ରେଚରରେ ଆହତଙ୍କୁ ମେଡିକାଲ ନିଆଗଲା .
କେତେ ଯାତ୍ରୀ ଆହତ ସ୍ପଷ୍ଟ ହୋଇପାରିନି .
ଏକ୍ସପ୍ରେସ ଲାଇନଚ୍ୟୁତ ପରେ ଅନେକ ଟ୍ରେନ୍ର ଗତିପଥ ପରିବର୍ତ୍ତନ
ଧଉଳି, ନୀଳାଚଳ, ପୁରୁଲିଆ ସୁପରଫାଷ୍ଟର ବଦଳିଲା ଗତିପଥ .