admin Sep 10, 2026 2
admin Sep 9, 2026 10
admin Sep 5, 2026 199
admin Aug 31, 2026 5
admin Aug 13, 2026 18
admin Sep 11, 2026 95
admin Sep 11, 2026 4
admin Sep 11, 2026 22
admin Sep 11, 2026 2
admin Aug 27, 2026 13
admin Aug 26, 2026 6
admin Aug 14, 2026 6
admin Aug 8, 2026 4
admin Aug 2, 2026 5
admin Jul 27, 2026 9
admin Jul 25, 2026 18
admin May 29, 2026 9
admin Apr 17, 2026 62
admin Apr 14, 2026 30
admin Jul 25, 2026 5
admin May 16, 2026 18
admin May 15, 2026 16
admin May 14, 2026 15
admin Sep 11, 2026 41
admin Aug 29, 2026 6
admin May 29, 2026 68
admin May 27, 2026 11
admin May 17, 2026 67
admin Sep 11, 2026 102
admin Sep 10, 2026 165
admin Sep 8, 2026 5
admin Sep 6, 2026 4
admin Sep 1, 2026 102
Join our subscribers list to get the latest news, updates and special offers directly in your inbox
ରାଜନୀତି
ଏମଏସଡିଇର ନ୍ୟାଶନାଲ ଗ୍ରେଡିଂ ୨୦୨୬-୨୭ରେ ଡାଲମିଆ ଇଣ୍ଡଷ୍ଟ୍ରିଆଲ ଟ୍ରେନିଙ୍ଗ ଇନ୍ଷ୍ଟିଚ୍ୟୁଟ, ରାଜଗାଙ୍ଗପୁରକୁ ମିଳିଛି ଭାରତର ଏକ ନମ୍ବର ବେସରକାରୀ ଆଇଟିଆଇର ମାନ୍ୟତା - ଭାରତର ମୋଟ ୧୪୬୧୭ଟି ସରକାରୀ ଓ ବେସରକାରୀ ଆଇଟିଆଇ ମଧ୍ୟରେ ୨ୟ ସ୍ଥାନ ହାସଲ କରିଛି। ଭୁବନେଶ୍ୱର, ୧୨ ଜୁନ ୨୦୨୬: ଭାରତର ଅନ୍ୟତମ ପ୍ରମୁଖ ସିମେଂଟ କମ୍ପାନୀ ଡାଲମିଆ ସିମେଂଟ (ଭାରତ) ଲିମିଟେଡ ଏହା ଘୋଷଣା କରି ଗର୍ବିତ ଯେ, ଏହାର ଓଡିଶାର ରାଜଗାଙ୍ଗପୁରସ୍ଥିତ ଡାଲମିଆ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ (ଆଇଟିଆଇ)କୁ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟୋଗିକତା ମନ୍ତ୍ରଣାଳୟ (ଏମଏସଡିଇ) ଦ୍ୱାରା ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ପରିଚାଳିତ ଅଲ୍ ଇଣ୍ଡିଆ ଆଇଟିଆଇ ଗ୍ରେଡିଂରେ ଭାରତର ଏକ ନମ୍ବର ବେସରକାରୀ ଆଇଟିଆଇର ମାନ୍ୟତା ଦିଆଯାଇଛି। ଏହି ଶିକ୍ଷାନୁଷ୍ଠାନ ଦେଶର ମୋଟ ୧୪୬୧୭ଟି ସରକାରୀ ଓ ବେସରକାରୀ ଆଇଟିଆଇଗୁଡିକ ମଧ୍ୟରେ ୨ୟ ସ୍ଥାନରେ ରହିବା ସହ ୧୦ରୁ ୯.୭ର ଏକ ଉଲ୍ଲେଖନୀୟ ସ୍କୋର ହାସଲ କରିଛି। ଏହି ନୂତନ ସ୍ୱୀକୃତି ଶିକ୍ଷାନୁଷ୍ଠାନର ଉତ୍କର୍ଷତାର ମଜବୁତ ଟ୍ରାକ ରେକର୍ଡ ଯୋଗୁଁ ସମ୍ଭବ ହୋଇଛି, ଯାହା ପୂର୍ବରୁ ୨୦୨୪-୨୫ଆର୍ଥିକ ବର୍ଷରେ ଭାରତରେ ବେସରକାରୀ ଆଇଟିଆଇଗୁଡିକ ମଧ୍ୟରେ ୨ୟ ସ୍ଥାନରେ ରହିଥିଲା। ଚଳିତ ବର୍ଷ ଶୀର୍ଷ ସ୍ଥାନକୁ ଏହାର ଉତ୍ଥାନ ଗୁଣାତ୍ମକ ତାଲିମ, ଶିଳ୍ପ ପ୍ରାସଙ୍ଗିକତା ଓ ଶିକ୍ଷାର୍ଥୀଙ୍କ ସଫଳତା ଉପରେ ଏକ ସ୍ଥାୟୀ ଗୁରୁତ୍ୱକୁ ପ୍ରତିଫଳନ କରୁଛି। ଏହି ଶିକ୍ଷାନୁଷ୍ଠାନ ଫିଟର, ଇଲେକ୍ଟ୍ରିସିଆନ, ମେକାନିଷ୍ଟ, ୱେଲ୍ଡର, କମ୍ପ୍ୟୁଟର ଅପରେଟର ଓ ପ୍ରୋଗ୍ରାମିଙ୍ଗ ଆସିଷ୍ଟାଂଟ (ସିଓପିଏ)ଏବଂ ସୋଲାର ଟେକ୍ନିସିଆନ ସମେତ ବିଭିନ୍ନ ଟ୍ରେଡରେ ବୈଷୟିକ ତାଲିମ ପ୍ରଦାନ କରୁଛି। ଏକ ଉଲ୍ଲେଖନୀୟ ସଫଳତାରେ ଗତ ଦୁଇ ବର୍ଷରେ ନାମ ଲେଖାଇଥିବା ୧୩% ପ୍ରାର୍ଥୀ ମହିଳା ଥିବା ବେଳେ ୮୪% ପ୍ରାର୍ଥୀ ଅନୁସୂଚିତ ଜନଜାତି (ଏସଟି) ସମୁଦାୟର ଥିଲେ। ଏହି ସଫଳତାକୁ ପାଳନ କରିବା ପାଇଁ କମ୍ପାନୀ ଅଧିକାରୀଙ୍କ ଉପସ୍ଥିତିରେ ଡିସିବିଏଲ ପକ୍ଷରୁ ଶିକ୍ଷାନୁଷ୍ଠାନର ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରାଯାଇଥିଲା, ଯାହା ଏହି ଜାତୀୟ ସ୍ୱୀକୃତି ହାସଲ କରିବାରେ ସେମାନଙ୍କର ସାମୂହିକ ପ୍ରୟାସକୁ ସ୍ୱୀକୃତି ପ୍ରଦାନ କରିଛି। ଏହି ସଫଳତା ସମ୍ପର୍କରେ ଡିସିବିଏଲର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏବଂ ରାଜଗାଙ୍ଗପୁର, ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ଚେତନ ଶ୍ରୀବାସ୍ତବ କହିଛନ୍ତି, “ଏହି ସ୍ୱୀକୃତି ଡାଲମିଆ ଭାରତ ପାଇଁ ଏକ ଗୌରବମୟ ସଫଳତା ଏବଂ ଆମର ଛାତ୍ରଛାତ୍ରୀ, ପ୍ରଶିକ୍ଷକ ଓ ଶିଳ୍ପ ସହଯୋଗୀଙ୍କ ଉତ୍ସର୍ଗୀକୃତତାର ଏକ ପ୍ରମାଣ। ଭାରତର ଶୀର୍ଷ ବେସରକାରି ଆଇଟିଆଇ ଭାବେ ସ୍ଥାନିତ ହେବା, ଯୁବପିଢି, ବିଶେଷ କରି ମହିଳା ଓ ଅଣସଂରକ୍ଷିତ ସମୁଦାୟଗୁଡିକ ପାଇଁ ନିରନ୍ତର ସୁଯୋଗ ପ୍ରଦାନ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ସୁଦୃଢ କରିଛି,ଏଥିସହିତ ଭାରତର ଦକ୍ଷତା ଇକୋସିଷ୍ଟମକୁ ମଜବୁତ କରୁଛି ଓ ଦେଶ ପାଇଁ ଏକ ଭବିଷ୍ୟତ-ପ୍ରସ୍ତୁତ କର୍ମବଳ ସୃଷ୍ଟି କରୁଛି।” ଭାରତ ଏହାର ଦକ୍ଷତା ଓ ଉତ୍ପାଦନ ଲକ୍ଷ୍ୟଗୁଡିକୁ ଆଗକୁ ବଢାଇବା ଜାରି ରଖିଥିବାରୁ, ଡାଲମିଆ ଭାରତ ଶିଳ୍ପ-ସମନ୍ୱିତ ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ଯୁବପିଢିଙ୍କୁ ସଶକ୍ତ କରିବା ଏବଂ ଆସନ୍ତାକାଲିର ସୁଯୋଗଗୁଡିକ ପାଇଁ ସୁସଜ୍ଜିତ ଏକ କର୍ମବଳ ଗଠନ କରିବା ପାଇଁ ପ୍ରତିବଦ୍ଧ ରହିଛି।
Previous Article
Next Article
admin1
admin1 Jun 24, 2026 25
admin Mar 17, 2026 10
admin1 Jun 1, 2026 5
admin1 Jun 11, 2026 5
admin1 Jun 14, 2026 9
admin May 9, 2026 11
admin Aug 3, 2026 420
admin Aug 23, 2026 391
admin Aug 11, 2026 347
admin Aug 21, 2026 340
admin Aug 5, 2026 327
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 39
View Options