*ପାଇଲଟ ସ୍ମିତ୍ ମଚ୍ଛାରଙ୍କୁ ଏୟାରଲିଫ୍ଟ*

*ପାଇଲଟ ସ୍ମିତ୍ ମଚ୍ଛାରଙ୍କୁ ଏୟାରଲିଫ୍ଟ*

*-ଆହତ ପାଇଲଟ ସ୍ମିତ୍ ମଚ୍ଛାରଙ୍କୁ ଏୟାରଲିଫ୍ଟ*

*-ଅଧିକ ଚିକିତ୍ସା ପାଇଁ ଆବୁଧାବୀକୁ ଏୟାରଲିଫ୍ଟ*

*-ଫ୍ଲାଏଦୁବାଇ ବିମାନରେ ସହକାରୀ ପାଇଲଟ ଛୁରି ମାରିଥିଲେ*

*-କକପିଟ୍‌ରେ ଛୁରିମାଡ଼ ସତ୍ତ୍ବେ ୧୮୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ*

*-ଯେଉଁଥିପାଇଁ ସାରା ବିଶ୍ବରୁ ଛୁଟିଛି ପ୍ରଶଂସାର ସୁଅ*