*ବିଶ୍ୱରେ_ଅଶାନ୍ତି_ବଢୁଛି: #ମୋଦି*

*ବିଶ୍ୱରେ_ଅଶାନ୍ତି_ବଢୁଛି: #ମୋଦି*

-ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ୱୋଧନ.

-ସାରା ବିଶ୍ୱରେ ଅଶାନ୍ତି ବଢି ବଢି ଚାଲିଛି: ମୋଦି

-'ସଙ୍କଟ ସମୟରେ ପଛଘୁଞ୍ଚା ଦେବା ଉଚିତ୍‌ ନୁହେଁ'

-'ମହାମାରୀ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡୁଛି'

-'ସୁସ୍ଥ ଜୀବନ ଶୈଳୀ ପାଇଁ ସ୍ୱଚ୍ଛ ବାୟୁର ଆବଶ୍ୟକତା ଅଛି'

-'ପ୍ରତିଟି ଆହ୍ୱାନକୁ ସାମ୍ନା କରିବା ସାହାସ ରହିବା ଉଚିତ୍'

-'ଯୁଦ୍ଧ ସହ ଅସ୍ଥିରତା ବଢୁଥିବାରୁ ଚିନ୍ତାରେ ବିଶ୍ୱବାସୀ'

-'ବିକାଶ ଓ ପର୍ଯ୍ୟାବରଣ ମଧ୍ୟରେ ସମାନତା ରହିବା ଦରକାର'

-ସଙ୍କଟ ସମୟରେ ଏକାଠି ହେବାକୁ ଆହ୍ୱାନ ଦେଲେ ମୋଦି

-'ନାଗରିକ ଓ ସଂଗଠନ ବ୍ରିକ୍ସ ସହ ଯୋଡ଼ି ହେବାର ଆବଶ୍ୟକତା ଅଛି'

-'ବ୍ରିକ୍ସରେ ଗ୍ଲୋବାଲ୍‌ ସାଉଥ୍‌ ରାଷ୍ଟ୍ରର ପ୍ରଭାବ ବଢି ଯାଇଛି'

-ବିବିଧତା ମଧ୍ୟରେ ଏକତା ହିଁ ଆମର ପରିଚୟ: ମୋଦି